ସରକାରଙ୍କ ନିର୍ଦ୍ଦେଶ କ୍ରମେ ନାମ ଲେଖା ଅଭିଯାନ ଆରମ୍ଭ

ଜୁନାଗଡ ବ୍ଲକ ଅନ୍ତର୍ଗତ ପିଳିକିଆ ପଂଚାୟତ ର ସମସ୍ତ ବିଦ୍ୟାଳୟରେ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ତା ୨/୪/୨୦୨୫ରୁ ୫/୪/୦୨୫ ପର୍ଯ୍ୟନ୍ତ ରହିଥିବାବେଳେ, ଆଜି ମହିଭର, ପିଲୀକିଆ ଓ ବlଳିଛଡା ପ୍ରାଥମିକ ବିଦ୍ୟାଳୟରେ, ସ୍କୁଲ ମେନେଜିଂ କମିଟି ଓ ଶିକ୍ଷକ ମାନେ ଗ୍ରାମ ପରିକ୍ରମା କରି, ଲୋକଙ୍କୁ ସଚେତନ କରାଇଥିଲେ, ପିଳୀକିଆ ପଂଚାୟତ ର ସରପଞ୍ଚ ଶ୍ରୀ ମତି ଶୋଭ୍ୟାରାଣୀ ସୁନାନୀ ଙ୍କ ଉପସ୍ଥିତି ରେ ମହିଭର ପ୍ରଧାନ ଶିକ୍ଷକ ଶ୍ରୀ ବିଷ୍ଣୁ ଚରଣ ମାଝି ଓ ଶହ ଶିକ୍ଷକ ଅଦ୍ୟତ ମେହେର, ସ୍କୁଲ କମିଟି ର ଶ୍ରୀ ବାଲେଶ୍ବର ସୁନାନୀ, ଓ ମାତୃ କମିଟି ମା ମାନେ ଉପସ୍ଥିତ ରହିଥିଲେ। ଓ ଛୋରିଅଗଡ ୟୁ ପି ଏସ ସ୍କୁଲ , ଶାନ୍ତି ନଗର ପଡା ୟୁ ପି ଏସ ସ୍କୁଲ, କଲିଆକୁଣ୍ଡଲ ତଲପଡା ୟୁ ପି ଏସ ରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ ୨୦୨୫ ନାମ ଲେଖାଆରମ୍ଭ କରାଯାଇଥିଲା, ଛୋରିଆଗଡ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ବଳରାମ ଧଙ୍ଗଡାମାଝୀ, କୈଳାସ ବାଗ, ସୁଧାଂଶୁ ଗରୁ, ଚିତ୍ରୁ ସୁନାନୀ, କାହୁଁବିହାରୀ, ଦୀପକ ମଲ୍ଲିକ, ସସ୍ମିତା ପଟ୍ଟନାୟକ, ଓ ଶାନ୍ତି ପଡ଼ା ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଜୟନ୍ତ ପଣ୍ଡା, ଓ କଳିଆକୁଣ୍ଡଳ ପ୍ରଧାନ ଶିକ୍ଷକ ଶ୍ରୀ ବିରେନ୍ଦ୍ର କୁ ପଣ୍ଡା, ସମସ୍ତ ସ୍କୁଲ ରେ ସ୍କୁଲ କମିଟି ଓ ପେରେଣ୍ଟ ଙ୍କ ଉପସ୍ଥିତି ରେ ନାମ ଲେଖା କାଜ୍ୟ କ୍ରମ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିଲା,ଜୁନାଗଡ ରୁ ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀୟୁଜ
