କେନାଲ ରେ ଭାସୁଥିଲା ମଣିଶ ଶବ
କଳାହାଣ୍ଡି … ଜୁନାଗଡ ଥାନା ଅନ୍ତର୍ଗତ ଛୋରିଆଗଡ଼ ବାମ କେନାଲ ରେ ଏକ ଅଜଣା ଯୁବକ ର ସବ ଭାଷୀଆସୁ ଥିବା ଦେଖିବାକୁ ମିଳିଥିଲା, ଗ୍ରାମର ଲୋକ କେନାଲ କୁ ସକାଳେ ଗାଧୋଇ ଆସିଥିବା ବେଳେ ଦେଖିବାକୁ ପାଇଥିଲେ, ଓ ଗ୍ରାମର ଲୋକଙ୍କୁ ଖବର ଦେଇଥିଲେ, ଫଳରେ ଗ୍ରାମର ଲୋକମାନେ ପହଞ୍ଚି ଜୁନାଗଡ ଥାନାକୁ ଖବର ଦେଇଥିଲେ, ଜୁନାଗଡ ପୋଲିସ ଅଗନିଶ୍ରମ ବାହିନୀ ସହିତ ପହଞ୍ଚି ଥିଲେ ଓ ସବଟିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜୁନାଗଡ ଡାକ୍ତର ଖାନାକୁ ପଠାଯାଇଛି, ହେଲେ ସବଟିର କିଛି ପରିଚୟ ମିଳିପାରି ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଜୁନାଗଡ ରୁ ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


