ଜୟ ଭିମ ନାରାରେ କମ୍ପିଲା ଜୁନାଗଡ ସହର ଓ ଆଖପାଖ ଅଞ୍ଚଳ

କଳାହାଣ୍ଡି ଜୁନାଗଡ ବ୍ଲକରେ, ଆଜି ବାବାସାହେବ ଅମ୍ବେଦ କରଙ୍କ 134ତମ ଜନ୍ନଜୟନ୍ତି ,ଧୁମ୍ ଧାମରେ ଜୁନାଗଡ ବହୁଜନ ସଂଗ୍ରାମ ସମିତି ଅଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ଜାଲ ଙ୍କ ଦ୍ଵାରା, ଧୁମଧାମରେ ପାଳନ କରାଯାଇଛି।ଏହି ଉତ୍ସବରେ ଆଇନଜିବି ଶ୍ରୀଦୁର୍ଗା ପ୍ରସାଦ ନାଏକ,ଶ୍ରୀ ହିମାଂଶୁ ବରାଡ , ନରେନ୍ଦ୍ର କ୍ଷିତି,ରବିସୁନାନୀ,ରତନ ଧଙ୍ଗଡା ମାଝୀ,ଜତିନ୍ଦ୍ର କର,ଓ ଆମ୍ବେଦକର ପ୍ରେମି ଉପସ୍ଥିତ ରହିଥିଲେ,ଜୁନାଗଡ ସହରର ବଣ୍ଡାକୁଟୁରାଓମହିଭରରେ ମଧ୍ୟ ବାବା ସାହେବ୍ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତି ପାଳନ କରାଯାଇଛି, ନାଚ ଗିତ ସହ ବଣ୍ଡାକୁଟୁରାଓ ମହିଭର ଗ୍ରାମରେ ରାଲିରେ ଶହଶହ ମହିଲାଓ ପୁରୁଷ ଯୋଗଦେଇ, ଅମ୍ବେଦ କର ଟିଚୁ ପାଖରେ ପହଞ୍ଚିଥିଲେ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା,ଓ ଅମ୍ବେଦ କରଙ୍କ ସ୍ମୃତି ଆଚରଣ କରାଯାଇଥିଲା,ଏଥିରେ ବଣ୍ଡାକୁଟୁରା ଅମ୍ବେଦ କର ସଙ୍ଗର ସଭାପତି ଶ୍ରୀଦେବାଶିଷ କରକରା,ସୁରଜ୍ ବାଗ,ଶିକ୍ଷାବିତ ଶ୍ରୀକୈଲାଶ ବାଗ,ଶିକ୍ଷାବିତ ଶ୍ରୀଚିତୃ ସୁନାମୀ,ସମାଜସେବି ଶ୍ରୀସୁରେନ୍ଦ୍ର ସୁନାମୀ,ମକରଧ୍ବଜ ସୁନାମୀ,ପିଲିକିଆ ସରପଞ୍ଚ ପ୍ରତିନିଧି ଶ୍ରୀନିରଞ୍ଜନ ସୁନାମୀ,ସୁରେନ୍ଦ୍ର ଠାକୁର,ରାଜକିଶୋର ସୁନାନୀ ଓ ବଣ୍ଡାକୁଟୁରାଓ ମହିଭର ସମସ୍ତ ଆମ୍ବେଦକର ପ୍ରେମି ମହିଲାଓପୁରୁଷ ସହଯୋଗ କରିଥିଲେ,ଏହି ସଭାରେ ଶିକ୍ଷାବିତ ଶ୍ରୀ ଜଗନ୍ନାଥ ଠାକୁର,ସମାଜ ସେବି ଶ୍ରୀ ବାଲେଶ୍ବର ସୁନାମୀ,ହୃଦାନନ୍ଦ ନିଆଲ,ବାବାସାହେବ ଙ୍କ ଜିବନି ବିଷୟରେ ଆଲୋକପାତ କରିଥିଲେ ।ଓ କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ନାଚ ଗିତ କାର୍ଯ୍ୟ କ୍ରମ ଆକରର୍ଷୀତ କରିଥିଲା, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ପ୍ରତିନିଧି ବାଲେଶ୍ବର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।
