ଡଃ ବାବା ସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ସ୍ଥିତ ଚପ୍ରିଆ,ବନ୍ଧାଗାଁ , ସାନଚେରଗାଁ ,ଦେକୋଟ, ଖମାର ହଳଦୀ ,ଗୋଲାମୁଣ୍ଡା ରେ ଭାରତ ରତ୍ନ ଡଃ ବାବା ସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଫୁଣ୍ଡା ସ୍ଥିତ ଧାନ ମଣ୍ଡି ଠାରେ ମଧ୍ୟ ବାବା ସାହେବ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଡମ୍ବ ସମାଜ ବିକାଶ ପରିଷଦ ସଭାପତି ଶ୍ରୀଯୁକ୍ତ ରାମ କୁମାର ସେନାପତି ଙ୍କ ଅଧ୍ୟକ୍ଷତା ଜନ୍ମ ଜୟନ୍ତୀ ଉତ୍ସବ ରେ ଡ଼ମ୍ବ ସମାଜ ର ସମ୍ପାଦକ କପୂର୍ଚାନ ସେଠିଆ,ଶିକ୍ଷକ ସୁବାସ ବାଗ,ସମାଜ ସେବୀ ଉଦିଆ ନିଆଳ ,ସନ୍ତୋଷ ସୁନାନୀ, ବିଜେପି କର୍ମୀ ଭାଗ୍ୟବାନ ବାଗ,ଯୁବ ଆଇନଜିବୀ ପ୍ରୁଥିରାଜ ତାଣ୍ଡି, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ମକରନ୍ଦ ଦୀପ , ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଅଭିମନ୍ୟୁ ନାଏକ,କବି ଜନ୍ମେଜୟ ନାଏକ, ଗୋଲାମୁଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ ।ଗୋଲାମୁଣ୍ଡା ବ୍ଲକଚପାରିଆଗ୍ରାମ ରେ ମଧ୍ୟ ପାଲିତ ହୋଇ ଯାଇଛି ଉକ୍ତ ମଞ୍ଚରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଛବିଲାଲନିଆଲ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ଥିଲେ ଜଟିନ୍ଦ୍ରକର, ନର ହରି ବାଗ, ଫକୀର ରଣା, ଅନିଲମାଲି କ, କପୂର୍ଚନ ସେଠି ଆ, କ୍ଷେତ୍ରମୋହନ ଛତ୍ରିଆ, ସୁନ୍ଦର ବାଗ, ପବିତ୍ର ବେହେରା,, ଉକ୍ତ ମଞ୍ଚରେ ସଭାପତୁଦୂର୍ଗଓ ପୁରପଲ୍ଲୀ ରୁ ଶତାଧିକ ପୁରୁଷ ଓ ମହିଳା ,ବାଳକ,ବାଳିକା ମାନଙ୍କ ଉପସ୍ଥିତ ରେ ସର୍ବ ପ୍ରଥମେ ବାବା ସାହେବ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ଧୂପ ଦୀପ ସହ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ମଞ୍ଚାସିନ ଅତିଥି ମାନେ ବାବା ସାହେବ ଙ୍କ ଜୀବନୀ ଗାଥା ଏବଂ ନୀତି ଆଦର୍ଶ ଉପରେ ବିସ୍ତୃତ ଭାବରେ ଅଭିଭାଷଣ ରଖିଥିଲେ । ବାବା ସାହେବ ଙ୍କ ଶିକ୍ଷିତ ହୁଅ,ସଂଗଠିତ ହୁଅ ଏବଂ ସଂଘର୍ଷ କର ବୋଲି ନିର୍ଦ୍ଦେଶ ଦେଇଥିବା ବାଣୀ କୁ ଅତିଥି ମାନେ ଦୋହରାଇଥିଲେ ଏବଂ ପ୍ରତ୍ୟେକ ଘରେ ବାବା ସାହେବ ଙ୍କ ଫଟୋ ରଖିବା ପାଇଁ କହିଥିଲେ । ଏହି ଅବସରରେ ମୀରା ନିଆଳ, ପ୍ରଜ୍ଞା ନୀଆଲ୍ ଦୁଇଜଣ ଝିଅ ସାଂସ୍କୃତିକ ଉଁ କାର୍ଯ୍ୟକ୍ରମରେ ନାଚ ଗୀତରେ ଗାଇଥିଲେ ଚପିଆ ମଞ୍ଚ ପରିଚାଳନା ହରିବଗ କରି ସଭା ସାଙ୍ଗ କରିଥିଲେ ଧର୍ମଗଡ଼ ଉପ ଖଣ୍ଡ ପ୍ରତିନିଧି କପୁର ଚନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ
