ଶ୍ରୀ ଶ୍ରୀ ମାଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମିନା ବଜାର ପକ୍ଷରୁ ଜଳ ଛତ୍ର
ଆଜି ଶ୍ରୀ ଶ୍ରୀ ମାଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମିନା ବଜାର ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜଳ ଛତ୍ର ର ଶୁଭାରମ୍ଭ କରିଛନ୍ତି । ଟ୍ରଷ୍ଟ ର ଚେୟାରମ୍ୟାନ ଲଳିତ କୁମାର ପଟ୍ଟନାୟକ ଓ ପୂଜା କମିଟି ସଭାପତି ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି । ଟ୍ରଷ୍ଟ ର ଉପାଧ୍ୟକ୍ଷ ବିରଞ୍ଚି ନାରାୟଣ ସାହୁ ଟ୍ରଷ୍ଟ ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ଙ୍କ ସମେତ ପୂଜା କମିଟିର ସମ୍ପାଦକ ଶ୍ରୀ ପୀତବାସ ସାହୁ କାର୍ଯ୍ୟ କାରି ସଭାପତି ନିରୋଦ କୁମାର ସାହୁ ଉପସଭାପତି ଶ୍ରୀ ଉଦୟନାଥ ବେହେରା ,କୋସାଧକ୍ଷ ଦୟାନିଧି ବେହେରା ,ବଦନ ପାତ୍ର, ଦିଲୀପ କୁମାର ସାହୁ, ଯଶୋବନ୍ତ ପଟ୍ଟନାୟକ , ଚିଲା ସାହୁ,ଦାମୋଦର ରଣା, ଅନ୍ୟ ଟ୍ରଷ୍ଟ ସଭ୍ୟ ଓ କମିଟି ସଭ୍ୟ ମାନେ ସହଯୋଗ କରିଥିଲେ । ଗ୍ରୀଷ୍ମ ପ୍ରବାହରୁ ଏହା ଯାତ୍ରୀ ମାନଙ୍କୁ ସହାୟକ ହେବ ବୋଲି ସମସ୍ତେ ଆସ୍ଥା ପ୍ରକଟ କରିଛନ୍ତି।