ସର୍ବନିମ୍ନ ମଜୁରୀ ସୁନିଶ୍ଚିତ ନେଇ ଅଳ ଭାରତୀୟ ଟ୍ରେଡ୍ ୟୁନିୟନ୍ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସର୍ବନିମ୍ନ ମଜୁରୀ ସୁନିଶ୍ଚିତ ନେଇ ଅଳ ଭାରତୀୟ ଟ୍ରେଡ୍ ୟୁନିୟନ୍ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସାମ୍ପ୍ରତିକ ଅବସ୍ଥାରେ ଜଣେ ଶ୍ରମିକଙ୍କ ନିମନ୍ତେ ଆଇନ୍ ସମ୍ମତ ସର୍ବନିମ୍ନ ମଜୁରୀ ପ୍ରଦାନ ବଡ ପ୍ରଶ୍ନ, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦର ଦିନକୁ ଦିନ ହୁ ହୁ ହୋଇ ପଢୁଥ‌ିବାବେଳେ ତଦାନୁସାରେ ମଜୁରୀ ବୃଦ୍ଧି ଘଟ୍ଟନାହିଁ, ଫଳ ସରୂପ ପ୍ରକୃତ ମଜୁରୀଳ ହ୍ରାସ ଘଟୁଛି, ଯାହାରା ସାଧାରଣ ଲୋଳ, ଶ୍ରମିକ ଶ୍ରେଣୀ ଓ ତା’ର ପରିବାର ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଅଖୁଳ ଭାରତ ଟ୍ରେଡ୍‌ ୟୁନିୟନ କଂଗ୍ରେସ ତରଫରୁ ସର୍ବଭାରତୀୟ ତାଚୀ ଦିବସ ପରିପ୍ରେକ୍ଷୀରେ ଯାଉଁଳି ପୋଖରୀ ଠାରୁ ଏକ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସର୍ବନିମ୍ନ ମଜୁରୀ ସମ୍ବନ୍ଧରେ ଏକ ବିକ୍ଷୋଲ ପ୍ରଦର୍ଶନ କରାଯିବା ସହିତ ବିଭିନ୍ନ ନାଗା ଦେଇ ଦାବୀ ଉପସ୍ଥାପନା କରିଥିଲେ । ଉକ୍ତ ଦାବୀ ଗୁଡିକ ହେଲା, ସର୍ବନିମ୍ନ ମଜୁରୀ ବୈଜ୍ଞାନିକ ପଦ୍ଧତିରେ ଏବଂ ଦେଶର ବୈଧାନିକ ବ୍ୟବସ୍ଥାରେ ନିୟମ ଅନୁସାରେ ଧାର୍ଯ୍ୟ କରାଯିବା ଉଚିତ । ଯେପରିକି ୧୫ତମ ଭାରତୀୟ ଶ୍ରମ ସମ୍ମିଳନୀ (ଆଇଏସ୍‌ସି) ଏବଂ ରେସ୍ଟାକୋସ୍ଟ୍ରେଟ୍ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଅନୁଯାୟୀ ବୈଧାନିକ ନିର୍ଦ୍ଦେଶାବଳୀ ଅନୁକରଣୀୟ ଅଟେ । ସର୍ବନିମ୍ନ ମଜୁରୀ ୩.୬ ଉପଭୋଗ ୟୁନିଟ୍ ଯେଉଁଥରେ ମହିଳାଙ୍କୁ ୧ ୟୁନିଟ୍ ଏବଂ ଦୁଇ ଶିଶୁଙ୍କୁ ପ୍ରତ୍ୟେକ ୦.୮ ୟୁନିଟ୍ ଭାବରେ ଗ୍ରହଣ କରାଯାଉଥିବା ଆଧାରରେ ଧାର୍ଯ୍ୟ କରାଯାଉ । ସରକାର ଏବଂ ସର୍ବନିମ୍ନ ମଜୁରୀ ବୋର୍ଡ ଦୁଇ ପିତାମାତାଙ୍କର ରକ୍ଷଣାବେକ୍ଷଣ ପାଇଁ ୫.୬ ଉପଭୋଗ ୟୁନିଟ୍‌କୁ ସଂଶୋଧନ କରିବାକୁ ବିଚାର କରାଯାଇ । ସର୍ବନିମ୍ନ ମଜୁରୀର ନିର୍ଦ୍ଧାରଣ ଗଣନା କରିବାର ପଦ୍ଧତି ରେପ୍‌ଟାକୋସ୍ ବ୍ରେଟ୍ ଅର୍ଡରର ନିର୍ଦ୍ଦେଶାବଳୀକୁ ଅନୁସରଣ କରିବା ଉଚିତ୍ । ଆମର ଦାବି ଯେ, ବିଭିନ୍ନ ପ୍ରକାର ଅନ୍ୟାନ୍ୟ ସାମଗ୍ରୀ ମୂଲ୍ୟ ଓ ଅତିରିକ୍ତ ଉପାଦାନ ନିମନ୍ତେ ମଜୁରୀର ୨୦ ରୁ ୨୫ ପ୍ରତିଶତ ନିର୍ଦ୍ଧାରଣ ହେବା ଉଚିତ୍ । ସର୍ବନିମ୍ନ ମଜୁରୀ ସଂଶୋଧିତ ବର୍ଷ ଗୁଡିକରେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ଆଧାର କରି ନିରପେକ୍ଷ ହାରରେ ସଂଶୋଧନ ଆବଶ୍ୟକ । ପରିବର୍ତନଶୀଳ ମହଙ୍ଗାଲତା ସର୍ବନିମ୍ନ ମଜୁରୀର ଏକ ଅବିଚ୍ଛେଦ ଅଂଶ ହବୋ ଉଚିତ। ସର୍ବନିମ୍ନ ମଜୁରୀର ଉପାଦାନ ଗୁଡିକର ଗଣନା ପରେ ରଚ କୁଶଳୀ, କୁଶଳୀ, ଅନ୍ଧକୁଶଳୀ ଏବଂ ଅଣକୁଶଳୀ ଶ୍ରମିକମାନଙ୍କ ମଧ୍ୟରେ ମଜୁରୀର ଅନୁପାତ ବଜାୟ ରଖାଯାଉ । ୨୦୦୬ ମସିହାରେ ଯୋଜନା ଆଯୋଗ ପକ୍ଷରୁ କୁଶଳୀ ଏବଂ ଅନ୍ଧକୁଶଳୀ ଶ୍ରମିକମାନଙ୍କ ମଧ୍ୟରେ ୧୫ ପ୍ରତିଶତ ମଜୁରୀ ପାର୍ଥକ୍ୟ ପ୍ରସ୍ତାବ ରହିବା ଉଚିତ । ଆମେ ପ୍ରସ୍ତାବ କରୁଛୁ ଯେ, ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ଆବଶ୍ୟକତା ଭିତିରେ ମଜୁରୀରେ ଗଣନା କରାଯାଉ । ସର୍ବନିମ୍ନ ମଜୁରୀ ଅନୁଚ୍ଛେଦ ପାଇଁ ବିଜ୍ଞପ୍ତିର କାର୍ଯ୍ୟକାରି ତାରିଖର ପୂର୍ବବର୍ତି ବିଜ୍ଞପ୍ତିର ସମାପ୍ତିର ତିନିବର୍ଷ ପରେ ଆରମ୍ଭ ହେବା ଉଚିତ୍, ଯାହା ଦ୍ବାରା ଅତ୍ୟଧୂକ କମ୍ ମଜୁରୀ ପାଇଥିବା ଶ୍ରମିକମାନେ ସର୍ବନିମ୍ନ ମଜୁରୀ ଆଇନ୍ ଆଧୀନରେ ସେମାନଙ୍କର ବୈଧାନିକ ଅଧୂକାରରୁ ବଂଚିତ ନହୁଅନ୍ତୁ । ସର୍ବନିମ୍ନ ମଜୁରୀ ଆଇନ୍‌ର ପ୍ରତ୍ୟେକ ସଂଶୋଧନ ପାଇଁ ୩ବର୍ଷର ସମୟ ଅବଧ ପ୍ରଦାନ କରାଯାଉ । ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକମାନଙ୍କ ହିତ ପାଇଁ ସର୍ବନିମ୍ନ ମଜୁରୀର ଗଣନା କରିବାର ପଦ୍ଧତିର ପରିବର୍ତନ କରାଯାଇ । ଖାଦ୍ୟ, ବସ୍ତ୍ର, ଆଶ୍ରୟ, ଇନ୍ଧନ, ବିଦ୍ୟୁତ୍, ପାଣି ଏବଂ ଶିଶୁମାନଙ୍କ ଶିକ୍ଷାର ବର୍ତମାନ ଉତ୍ପାଚନ ଗୁଡିକରେ ମୋବାଲର୍, ଟେଲିଫୋନ୍ ଏବଂ ଡାଟା ପାଇଁ ଅତିରିକ୍ତ ଉପାଦାନ ଭାବେ ଯୋଳାଯାଇ ସର୍ବନିମ୍ନ ମଜୁରୀ ଘୋଷଣା କରାଯାଇ । ଉଭୟ ଶିଳ୍ପ ଓ ଶିଳ୍ପ ମଧ୍ୟରେ ମଜୁରୀର ସମାନତାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅନୁସୂଚିତ ନିଯୁକ୍ତି ପାଇଁ ସର୍ବନିମ୍ନ ମଜୁରୀର ସଂଶୋଧନ ଏକ ସମୟରେ କରାଯିବା ଲଚିତ୍‌ । ୪୫ତମ ଓ ୪୬ତମ ଜାତୀୟ ଶ୍ରମ ସମ୍ମିଳନୀ (ଆଇଏମ୍‌ସି) ସୁପାରିଶ ଅନୁଯାୟୀ ଶ୍ଚିମ୍ ୱାର୍କର ଯଥା- ଅଙ୍ଗନଓ୍ବାଡି, ଆଶା, ମଧାହ୍ନଭୋଜନ ପାଚିକା ଓ ଅନ୍ୟାନ୍ୟ ଶ୍ଚିମ୍ ୱାର୍କରଙ୍କୁ ୱାର୍କର ମାନ୍ୟତା ପ୍ରଦାନ କରାଯାଉ । ଗ୍ରାମପଂଚାୟତ କର୍ମଚାରୀ ଯଥା ରାତ୍ର ଜଗୁଆଳ, ଝାଡୁଦାର ଏବଂ ପଞ୍ଚନଙ୍କୁ ସର୍ବନିମ୍ନ ମଜୁରୀର ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାଯାଉ । ଏଏନ୍‌ଆର୍‌ଇଜିଏସ୍‌ର ୨୦୨୫-୨.୬ ମସିହାରେ ଅନୁଦାନ ବନ୍ଦ ହେବା ଫଳରେ ଉଦ୍ୟାନ ବିଭାଗର ବିଭିନ୍ନ ବୁକ୍‌ରେ କର୍ମଚ୍ୟୁତ ହୋଇଥୁବା ଉଦ୍ୟାନ ସାଥୀଙ୍କୁ ଥଇଥାନ କରିବା ସହ ତୁରନ୍ତ ଅନୁଦାନ ପ୍ରଦାନ କରାଯାଉ । ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁଥିବା କଂଟିଜେନ୍ତି ଓ ଅନ୍ୟାନ୍ୟ ବାବଦରେ ଦେୟକୁ ଅଙ୍ଗନୱାଡି କର୍ମୀ ବିଭିନ୍ନ ଆବଶ୍ୟକ ସାମଗ୍ରୀ କ୍ରୟ କରିବା ପାଇଁ ବିଭାଗୀୟ ନିର୍ଦେଶାନାମା ଥିଲେ ମଧ୍ୟ ବିଭିନ୍ନ ବ୍ଲକ୍‌ରେ ସିଡିପିଓ ମାନେ ଠିଜାବାର ଜରିଆରେ ନିମ୍ନମାନର ସାମଗ୍ରୀ କ୍ରୟ କରି ଅଙ୍ଗନଓ୍ବାଳି କେନ୍ଦ୍ରରେ ଜୋର ଜବରଦସ୍ତ ପର୍ଜାଦେଇ ସୁପରଭାଇଜରଙ୍କ ଜରିଆରେ ଅର୍ଥ ସଂଗ୍ର କରୁଛନ୍ତି । ଯିଏ ବିରୋଧ କରୁଛି ତାଙ୍କୁ ନାନା ବାଟରେ ହଇରାଣ କରୁଛନ୍ତି । କଂଟିଜେନ୍ତି ଓ ଅନ୍ୟାନ୍ୟ ନାବଦ ଦେୟ ଅଙ୍ଗନୱାଡି କର୍ମୀଙ୍କ ଜମା ଖାତାକୁ ଆସିବ ଏବଂ ଧାର୍ଯ୍ୟ ସାମଗ୍ରୀ ଜର୍ମୀ କ୍ରସ୍ଥ କରିବା ପାଇଁ ସଷ୍ଟ ବିଭାଗୀୟ ନିର୍ଦ୍ଦେଶନାମା ରହିଛି । ତେଣୁ ନିୟମାନୁସାରେ କାର୍ଯ୍ୟ କରାଯାଇ । ପ୍ରତିମାସରେ ନିୟମିତ ପ୍ରୋଜେକ୍ଟ ବୈଠକ କରାଯାଇ । ଅଙ୍ଗନଓ୍ବାଡି କର୍ମୀ ନିଜସ ଭାବେ ଅର୍ଥ ଖର୍ଚ୍ଚ କରି ଆର୍ଥିକ ଅସୁବିଧାରେ ପଡିଛି । ତେଣୁ ଭକ୍ତ ବକେୟା ଦେୟ ପ୍ରଦାନ ପାଇଁ ବିହୀତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ବାବୀପତ୍ର ସମୟରେ ଏଆଇଟିୟୁସିର ସଭାପତି ରବି ରଥ, ସଂପାଦକ ନାରାୟଣ ନାୟକ, ଏଆଇଟିୟୁସିର ରାଜ୍ୟ ସଂପାଦିକା ହରପ୍ରିୟା ସାଇଁ, କଲ୍ୟାଣୀ ହୋତା, ଭାରତୀ ଦାସ, ମିନଳୀ ପଣ୍ଡା, ସୁଫଳା ମହାପାତ୍ର, ଅଙ୍ଗନବାଡି ଜିଲ୍ଲା ସଂପାଦିକା ମଳୟ ମଞ୍ଜରୀ ଜେନା, ବିଜେଏମ୍‌ୟୁ ରାଜ୍ୟସଭ୍ୟ ପ୍ରଫୁଲ୍ଲ କୁମାର ନାଏକ, କେଦାର ମଲ୍ଲିକ, ଶାଢିପ୍ରିୟା ସାହୁ, ସୁଜାତା ନାୟକ ପ୍ରମୁଖଙ୍କ ସହିତ ଏଆଇୟୁଟିସିର ସଭ୍ୟମାନେ ଉପସ୍ଥିତ ଥିଲେ ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech

× How can I help you?