ଡିପିଜେପି ଜୁଏଲାରୀ ର ରଜ ପର୍ବରେ ବଡ଼ ଅଫର.
ଢେଙ୍କାନାଳ ଜିଲ୍ଲାର ସର୍ବବୃହତ ସୁନା ଗହଣା ସୋରୁମ ଡିପିଜେପି ଜୁଏଲାରୀ ପରିବାର ତରଫରୁ ରଜ ପର୍ବ ଉପଲକ୍ଷେ ତାର ପ୍ରିୟ ଗ୍ରାହକ ମାନଙ୍କ ପାଇଁ ଢେଙ୍କାନାଳ ଜିଲାରେ ପ୍ରଥମ ଥର ପାଇଁ ନେଇଆସିଛି ସବୁଠାରୁ ବଡ଼ ଅଫର. ହାଲୁକା ଓଜନର ସୁନ୍ଦର ଡିଜାଇନର ବିଭିନ୍ନ ଆକର୍ଷଣୀୟ ଅଳଙ୍କାର, ଭାରତ ସରକାରଙ୍କ ସ୍ୱୀକୃତିପ୍ରାପ୍ତ BIS 916 HUID HALLMARK ପ୍ରତ୍ୟେକ ଗହଣାର ମଜୁରୀ ଉପରେ 50% ରିହାତି. ଆପଣଙ୍କ ପୁରୁଣା ସୁନା ର ଉପଯୁକ୍ତ ମୂଲ୍ୟ ଆମେ ଦେବୁ.ବିଭିନ୍ନ ଡିଜାଇନର ରୁପା ଅଳଙ୍କାର ସହିତ ହୀରା ଅଳଙ୍କାରର ମନଲୋଭା ଡିଜାଇନ ସୁଲଭ ମୂଲ୍ୟରେ ଦିଆଯାଉଛି. ଆଗକୁ ରଥଯାତ୍ରା ଏବଂ ବିବାହ ଋତୁ ଥିବାରୁ ଗ୍ରାହକ ବନ୍ଧୁମାନଙ୍କୁ ଉନ୍ନତମାନର ସେବା ଦେବାରେ ସର୍ବଦା ସଂକଳ୍ପବଦ୍ଧ ଡିପିଜେପି ଜୁଏଲାରୀ ପରିବାର.