ଢେ଼ଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ମଜୁରୀ ଛକ ଠାରେ ଝିଅ ବୋହୂମାନେ ରଜ ପର୍ବ କୁ ଧୁମ ଧାମ ରେ ପାଳନ କରିଛନ୍ତି। ଘରେ ଘରେ ବାର ଆଲୁଚପ ପକୁଡ଼ି ସୁଜି ପିଠା ଓ ବିଭିନ୍ନ ପ୍ରକାରର ପୀଠ ଘରେ ଘରେ କରିଛନ୍ତି। ଝିଅ ବୋହୂମାନେ ଅଳତା,ମେହେନ୍ଦି ,ନୂତନ ବସ୍ତ୍ର ପିନ୍ଧି ପିଠା ଖାଇ ଦୋଳି ଖେଳି ରଜ ପର୍ବ ପାଳନ କରୁଛନ୍ତି।