ଭାରତୀୟ ୟୋଗ ସଂସ୍ଥାନ ର ଢ଼େଙ୍କାନାଳ ୟୋଗ ଜିଲ୍ଲାରେ ଅସ୍ଥି ରୋଗ ନିରାକରଣ ଶିବିର ଅନୁଷ୍ଠିତ ହୋଇଯାଇଥିଲା । ଆଜି ୧୫.୦୬, ୨୦୨୫ ରବିବାର ସକାଳ ୬ ଟା ଠାରୁ ଆରମ୍ଭ କରି ଦିନ ୧୨ ଟା ଯାଏ ୧ ଦିନିକିଆ ଶିବିର କରlଯାଇଥିଲା । କୋରିଆ ୟୋଗ କେନ୍ଦ୍ର ଠାରେ ବହୁ ଅଧିକାରୀ ସାଧକ ସାଧିକ| ଉପସ୍ଥିତ ହୋଇ ଥିଲେ। ଭାରତୀୟ ୟୋଗ ସଂସ୍ଥାନ ଓଡ଼ିଶା ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ଜି ।ସଭାପତିତ୍ୟ କରାଇଥିଲେ ତା ସହିତ ୟୋଗ ଦ୍ଵାରା ଅସ୍ଥି ରୋଗ ପାଇଁ ୟୋଗlଭ୍ୟାସ ତଥା ଦୈନିକ ଦିନଚର୍ଯ୍ୟ l ବିଷୟରେ ଆଲୋକ ପlତ କରାଇଥିଲେ । ମୁଖ୍ୟ ଅତିଥି ଆଇପିଏଲ ର ପ୍ରୋଜେକ୍ଟ ହେଡ ଶ୍ରୀ ଦୁର୍ଗା ପ୍ରସାଦ ଦ୍ବିବେଦୀ । ସମ୍ମାନୀୟ ଅତିଥି ଶ୍ରୀ ଗଣେଶ୍ୱର ପ୍ରଧାନ । ଏମ ରlମାୟା ରେଡ୍ଡୀ ଓ ରଘୁନାଥ ରେଡ୍ଡୀ ୟୋଗ ଲାଭ କହିଥିଲେ l ଜିଲ୍ଲା ପ୍ରଧାନ ସୁଶିଲ କୁମାର ପଣ୍ଡା ଜି ଉପ ପ୍ରଧାନ ରଘୁନାଥ ତ୍ରିପାଠୀ ଜି ମଞ୍ଚାଷିନ ଥିଲେ। ସମସ୍ତ ଆସନ ପ୍ରାଣାୟାମ କରାଇଥିଲେ । ଡ଼l N C Rout ପରିଚାଳନା କରି ଥିଲେ । ଶେଷରେ କ୍ଷେତ୍ର ପ୍ରଧାନ। ଧରମlନନ୍ଦ ପୃଷ୍ଟି ଜି ଧନ୍ୟବାଦ୍ ଅର୍ପଣ ଦେଇ ଶିବିର ସଙ୍ଗ କରାଇଥିଲେ ।

/ July 8, 2025
No Comments