ଢେଙ୍କାନାଳ:ଗଣେଶ ବଜାର ସ୍ଥିତ ରଥ ଗଡ଼ା ସ୍ଥିତ ରଥ ଖଳା ଠାରେ ଆଜି ରଥ ର ନାହାକ ପୂଜା ଅର୍ଚ୍ଚନା କରାଯାଇ ରଥ ଉପରକୁ ଉଠାଯାଇଥିଲା। ଦେବୋତ୍ତର ନୀରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବିଶ୍ୱକର୍ମା ଅଶୋକ କୁମାର ମହାପାତ୍ର, ସନ୍ତୋଷ କୁମାର ଓଝା ଙ୍କ ଉପସ୍ଥିତି ରେ ଏହି ନାହାକା ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା