ଜିବନ ନେଲା ବେପାରୁଆ ଗାଡିଚାଲନା
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧୀନରେ ଥିବା,26 ନମ୍ବର ଜାତୀୟ ରାଜପଥ,ଓରିୟନ ହୋଟେଲ ସମ୍ମୁଖରେ ବହୁତ ବଡ଼ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟି ଜାଇଛି,ଏକ ମାଲ୍ ବୋଝେଇ ଟ୍ରକ ବଲଧିଆମାଲ ପଟୁ ଆଶିଏକ ଅଟୋ ଓ ବାଇକ କୁ ଧକ୍କା ଦେଇ ଘୋଷାରି ନେଇଜାଇଥିଲା, ଘଟଣାସ୍ଥଳରେ ବାଇକ ଆରୋହି ର ମୃତ୍ୟୁ ହୋଇଜାଇଥିଲା,ବାଇକ ଆରୋହି ଏକନାଗୁଡାର ବୋଲି ଜଣାଜାଉଛି,ଏବଂ ଏଟୋଚାଲକ ଗୁରୁତର ହୋଇଥିବାରୁ ତାଙ୍କୁ ଜୁନାଗଡ ଡାକ୍ତରଖାନା କୁ ପଠାଯାଇଥିଲା,ଏପରି ଦୁର୍ଘଟଣା କିପରି ହେଲା,ପାଖରେ ଟ୍ରାଫିକ ବ୍ୟବସ୍ଥା ଥାଇ ମଧ୍ୟ ଦୁର୍ଘଟଣା ହୋଇଥିବାରୁ ,ଜନମ଼ଲରେ ଅସନ୍ତୋଷ ଦେଖାଦେଇଛି,କ’ଣ ଟ୍ରାଫିକ ଉଲଙ୍ଗନକରି ଟ୍ରକ ଚାଲକ ମାଡିଜାଇ ଥିଲା କି,ଜଦିଏଭଲି ବେପାରୁଆ ଗାଡିଚାଲନା କରି ନିରିହ ଲୋକର ଜିବନ,ଜାଇଥିବାର ଦାୟିକିଏ,ପୋଲିସ ପ୍ରଶାସନ ନାଗାଡି ଡ୍ରାଇଭର,ନା ସରକାର,ସିସି ଟିଭି ଫୁଟେଜ ରୁ ଦେଖାଯାଉଛି ,ଗାଡି ଧରି ଡ୍ରାଇଭର ଚମ୍ପକ ମାରି ଚାଲିଯାଇଛି,ଲୋକ ପହଞ୍ଚି ଶବକୁ ଜୁନାଗଡ ଥାନା ସମ୍ମୁଖରେ ରଖି ରାସ୍ତା ଅବରୋଧ କରିଛନ୍ତି,ପୋଲିସ ତଦନ୍ତ ଜାରିରଖିଛି,ଲୋକଙ୍କୁ ବୁଝାସୁଝା ପୋଲିସ କରୁଥିବା ଦେଖାଦେଇଛି, କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ବର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।