ଢେଙ୍କାନାଳ: କୋଡିଏ ନମ୍ବର ୱାର୍ଡ ମଣ୍ଡବା ସାହି ରେ ମା ପଦ୍ମ ଶ୍ରୀ ଆଞ୍ଚଳିକ କାର୍ଯ୍ୟାଳୟ ବୈଠକ ରେ ଡାଇରୀଆ ଉପ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଞ୍ଚଳ ର କୋଡ଼ିଏ ରୁ ଉର୍ଦ୍ଧ୍ବ ମହିଳା ମାନେ ଯୋଗ ଦେଇଥିଲ । କେମିତି ଡାଇରୀଆ ବ୍ୟାପିବ ନାହିଁ ସେ ଉପରେ ଅର୍ବାନ ଆଶା ହୁସନରା ବେଗମ୍ ହାଣ୍ଡ ୱାଶ ଏବଂ ଓ ଆର ସ କିପରି ବ୍ୟବହାର କରିବେ ସଚେତନ କରିଥିଲେ।