ପଣ୍ଡରା ମାଲିକ ସମାଜର ସାମ୍ବାଦିକ ସମ୍ମିଳନୀ, ଫାଟ ସୃଷ୍ଟି ଉଦେଶ୍ୟ କୁ ନିନ୍ଦା….

କଳାହାଣ୍ଡି ଜିଲ୍ଲା ପଣ୍ଡରାମାଲି ସମାଜ ତରଫରୁ ,ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଜୁନାଗଡ ମାଁ ଲଙ୍କେଶ୍ବରି, ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା,ଗତ ତା 4/5/2025ରିଖଦିନ,ଚାହାରବାହାଲ ଠାରେ ସମାଜର ସମ୍ବିଧାନ ଅନୁଯାଇ, ଜିଲ୍ଲା ସ୍ତରୀୟ କାର୍ଯ୍ୟ କର୍ତ୍ତା ଚୟନକରାଜାଇଥିଲ, ଜିଲ୍ଲା ର ସବୁବ୍ଲକର କୋଣ ଅନୁକୋଣରୁ ସହଶ୍ରାଧିକ ସାମାଜିକ ବନ୍ଧୁମାନେଉପସ୍ଥିତ ରେକର୍ମକତ୍ତା ଚୟନ ଓ ସ୍ଵିକୃତି

ପ୍ରଦାନକରିଥିଲେ,ହେଲେ ସଂଗଠନକୁ ମଜବୁତ କରିବାବଦଲରେ ପୁଣି ଏକ ବୈଠକ ଗଡିଆଜୋର ଠାରେରାଜନୈତିକ ସ୍ଵାର୍ଥ ସାଧନ ପାଇଁ କରାଯାଇଥିବାଚେଷ୍ଟାଆକୁ ନିନ୍ଦାକରାଜାଇଥିଲା,ଆଗାମି ଦିନରେ ସଂଗଠନକୁ ମଜବୁତ କରାଜିବାସହ ବିର୍ଭାନ୍ତ ସୃଷ୍ଠିକାରିଙ୍କ ଠାରୁ ସାମାଜିକ ଲୋକ ଦୁରେଇ ରହିବାପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆହ୍ବାନ ଦିଆଯାଇଛି,ଏହି ସମ୍ମିଲନିରେ କୁଳପତି ଶ୍ରୀ ପ୍ରକାଶ ନାଏକ,ସଭାପତି ଶ୍ରୀ ଇଶ୍ଵର ପୁଝାରି,ସା,ସ,ଶ୍ରୀ ଦୁର୍ଯୋଧନ ନାଏକ,ବିଷ୍ଣୁ ନାଏକ, ଧନୁର୍ଜୟ ମାଝି, ବାଲ୍ମିକୀ ନାଏକ, ଲକ୍ଷ୍ମଣ ଭୋଇ,ଦୁର୍ଗା ନାଏକ,ଭବାନି ବଣିଆ,ଲୋକେଶ ନାଏକ,ଅଜାମ୍ବିଲ ପୁଝାରୀ,ରତ୍ନ ନାଏକ,ସମ୍ୟନାଏକ,ଓ ଆଇନ ସାହାଯ୍ୟ କାରି ଶ୍ରୀଦୁର୍ଗା ପ୍ରସାଦ ନାଏକ ଉପସ୍ଥିତ ରହି ସଂଗଠନକୁ ମଜବୁତ କରିବାପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅବଗତ କରାଇଥିଲେ ***। କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।
