
ଢ଼େଙ୍କାନାଳ ରଥ ଯାତ୍ରା ପାଇଁ ପୌରପାଳିକା ପକ୍ଷରୁ ରାସ୍ତା ରୁ ୬୦ ରୁ ଉର୍ଦ୍ଧ ବୁଲା ଗାଈ ଗୋରୁ ଓ ଷଣ୍ଢ ଙ୍କୁ ଗଣେଶ ବଜାର ସ୍ଥିତ ଗୋପବନ୍ଧୁ ଟାଉନ ହଲ ଠାରୁ କାଓ କ୍ୟାଫ୍ ଗାଡ଼ିରେ କାଞ୍ଜିଆ ହୋତା କୁ ନିଆ ଯାଇଛି। ପୌର ନିର୍ବାହୀ ଅଧିକାରୀ ଅଶ୍ୱନି କୁମାର ଦାସ ଓ ସମସ୍ତ ପୌର କର୍ମଚାରୀ ଙ୍କ ଉପସ୍ଥିତି ଗାଈ ଗୋରୁ ମାନଙ୍କୁ ରାସ୍ତା ରୁ ହଟା ଯାଇଥିଲା। ଆସନ୍ତା କାଲି ମଧ୍ୟ ଏହା ଚାଲୁ ରହିବ।
