ଶରଧାବାଲିରେ ଠେଲାପେଲା, ୩ ଭକ୍ତଙ୍କ ମୃତ୍ୟୁ । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା। ଭୋରରୁ ଘଟିଛି ଅଘଟଣ । ଭୋର ୪ଟା ୨୦ରେ ଅଘଟଣ ଘଟିଥିବା ସୂଚନା। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଅଘଟଣ ।
ଠେଲାପେଲାରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି ବୋଲି କହିଲେ ପ୍ରତ୍ୟକ୍ଷଦର୍ଶୀ। ଭକ୍ତଙ୍କ ଭିଡ଼ ଭିତରେ ଚାର କାଠ ବୋଝେଇ ଟ୍ରକ ପଶିଥିଲା ।