ସାଇ ସତସଙ୍ଗ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ପବିତ୍ର ହେରା ପଞ୍ଚମୀ ଦିନ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଖିରି ଓ କାକେରା ବଣ୍ଟନ କରାଯାଇଛି ସମସ୍ତ ଭକ୍ତ ମାନଙ୍କ ପାଇଁ. କୋଟି ଓଡ଼ିଆ ର ମଉଡମଣୀ ପ୍ରଭୁ ଜଗତର ନାଥ ଜଗନ୍ନାଥ ତାଙ୍କ ଭାଇ ଓ ଭଉଣୀ ଙ୍କୁ ନେଇ ଘୋଷଯାତ୍ରା ରେ ଜନ୍ମବେଦୀ କୁ ଆସିଥିବାରୁ ନିଜର ପତ୍ନୀ ମା ଲଷ୍ମୀ ଙ୍କୁ ନ ଆଣିଥିବାରୁ ମା ଲଷ୍ମୀ ରାଗି ଆଜି ହେରା ପଞ୍ଚମୀ ଦିବସ ରେ ଆସି ପ୍ରଭୁ ଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ. ମା ଙ୍କ ମାନ ଭଂଜନ ପାଇଁ ଆଜି ଆମ ଟ୍ରଷ୍ଟ ତରଫରୁ ଖିରି କାକେରା ଓ ମିଠା ବଣ୍ଟନ କରାଯାଇଛି. ଏଥିରେ ଶତାଧିକ ଭକ୍ତ ପ୍ରସାଦ ପାଇଲେ

/ July 8, 2025
No Comments