ନୂଆ ରୂପରେ ନୂଆ ଢଙ୍ଗରେ ଆରମ୍ଭ ହେଲା ହୋଟେଲ ବୃନ୍ଦାବନ

ଅନୁଗୋଳ :-ଅନୁଗୋଳ ରୁ ବଡକେରା ରାସ୍ତା ରେ ଥିବା ହୋଟେଲ ବୃନ୍ଦାବନ ନାମକ ଏହି ଫ୍ୟାମିଲି ରେଷ୍ଟୁରାଣ୍ଟ ଟି ନୂତନ ରୂପରେ ନିଜର ଗ୍ରାହକ ମାନଙ୍କ ସମ୍ମୁଖରେ ଆସିଛି । ଅନୁଗୋଳ ସଦର ଥାନା ଠାରୁ ଟିକେ ଆଗରେ ବଡକେରା ରାସ୍ତାରେ ରେ ଥିବା ଏହି ଫ୍ୟାମିଲି ରେଷ୍ଟୁରାଣ୍ଟ ଟି ଗତ କାଲି ଉଦଘାଟିତ ହୋଇଯାଇଛି । ଯେଉଁଥିରେ ଗ୍ରାହକ ମାନଙ୍କ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ସୁଯୋଗ ସହିତ ପାର୍କିଂ ର ବ୍ୟବସ୍ଥା ରହିଛି । ସୁରକ୍ଷା କୁ ଦୃଷ୍ଟିରେ ରଖି ମଧ୍ୟ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯିବା ସହିତ ଏଠାରେ ଗ୍ରାହକ ମାନେ ଜନ୍ମଦିନ , ବିବାହ ବାର୍ଷିକ , ରିଂ ସେରିମନି, ବ୍ରତଘର ସହିତ ନିଜର ପରିବାର ସହିତ ସମୟ ବିତାଇ ଭଲ ଖାଦ୍ୟ ର ମଜା ନେଇ ପାରିବେ ।

