ଢେ଼ଙ୍କାନାଳ ଗାନ୍ଧି ମନ୍ଦିର ରୋଡ ସ୍ଥିତ ମା ତାରେଣି ଙ୍କ ପୀଠରେ ମା ଙ୍କର ଆସାଢାଇ ପର୍ବ ମହା ସମାରୋହରେ ପାଳନ କରାଯାଉଛି। ଦିନ ସାରା ମନ୍ଦିର ପହଡ଼ ପଡ଼ି ଥାଏ ସନ୍ଧ୍ୟା ସମୟରେ ପହଡ଼ ଫିଟା ଯାଇ। ମା ଙ୍କୁ ମହା ସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲ ହାର ରେ ସୁସଜ୍ଜିତ ବିଭିନ୍ନ ପ୍ରକାର ମିଠା ପିଠା ବିଭିନ୍ନ ଫଳ ମା ଙ୍କ ପାଖରେ ଭୋଗ ଲାଗି କରାଯାଇ ଥିଲା । ପରେ ପହଡ଼ ପଡ଼ିଥିଲା । ଏହି ପର୍ବ ଆଷାଢ଼ ମାସ ର ଶେଷ ଗୁରୁ ବାର ଦିନ ଏହି ପୂଜା କରାଯାଏ l ପୂଜକ ଲିଙ୍ଗରାଜ ପତି ଶର୍ମା ଓ ମନ୍ଦିରର ପୂଜକ ଅପୂଲ୍ ରଣା ମନ୍ଦିର ର ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଏହି ଆସାଢାଇ ପର୍ବ ପାଳନ କରାଯାଇଥିଲା

/ July 8, 2025
No Comments