ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ରଥ ଯାତ୍ରା ରେ ଝୁମିଲେଭକ୍ତ

କଳାହାଣ୍ଡି ଜୁନାଗଡ ବ୍ଲକ ଅନ୍ତର୍ଗତ ପିଲିକିଆଓଚିଚୈ ଗୁଡାଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ରଥଯାତ୍ରା ସମାପନ ହୋଇଯାଇଛି,ଏହି ରଥଯାତ୍ରା ପିଲିକିଆରେ ପ୍ରଭୁଙ୍କ ଛେରାପହଁରା ଶ୍ରୀ କୃପାସିନ୍ଧୁ ପଣ୍ଡା କରିଥିବାବେଲେ, ଚିଚୈଗୁଡାରେ ପ୍ରଭୁ ଜଗନ୍ନାଥଙ୍କ ଛେରାପହଁରା ଶ୍ରୀ ହିମାଂଶୁ ଶେଖର ମେହେର କରିଥିଲେ।

ପ୍ରଭୁ କାଲିଆସାନ୍ତେ ବଡ଼ଭାଇ ଓ ଭ ଉଣି ସୁଭଦ୍ରାଙ୍କ ସହିତ ମାଉସି ମାଁ ଙ୍କପୋଡପିଠାଭାରିସୁଆଦ ଖାଇ ନ ଅଦିନ ରହିଭକ୍ତଙ୍କସହ ଲିଲାକରି ନିଜ ମନ୍ଦିରକୁ ଭକ୍ତଙ୍କ ଗହଳିରେ ଭକ୍ତଙ୍କ ଶଙ୍ଖ ଘଣ୍ଟା ନାଦରେ ଭକ୍ତଙ୍କ ସହ ଲିଲାକରି ଭକ୍ତଙ୍କୁ ଦର୍ଶନ ଦେଇ ନିଜ ରାମେଶ୍ୱର ମନ୍ଦିରଙ୍କୁ ଫେରିଛନ୍ତି।ଦିର୍ଘବର୍ଷହେବ ଏହିପଲିକିଆ ଗ୍ରାମରେ ରଥଯାତ୍ରା ଚାଲି ଆସୁଛି,କିନ୍ତୁ ଚଳିତବର୍ଷ ରଥଯାତ୍ରା ରେ ପ୍ରଭୁ ଜଗନ୍ନାଥ ନୁତନଭାବରେ ନିର୍ମିତ ହୋଇଥିବା ରାମେଶ୍ବର ମନ୍ଦିରରେ ପୁର୍ଯାଚନା ଚାଲୁଥିବାରୁ ଭକ୍ତଙ୍କ ମନରେ ମଧ୍ୟ ଆନନ୍ଦର ଉଲ୍ଲାସ ଦେଖିବାକୁ ମିଳିଛି।

ଏଥିରେ ପିଲିକିଗ୍ରାମର ଓ ଶ୍ରୀଶ୍ରୀଶ୍ରୀ ରାମେଶ୍ବର ମନ୍ଦିର ପ୍ରଶାସନ,ଓ ଚିଚିଗୁଡା ମନ୍ଦିର ପ୍ରଶାସନ,ପଞ୍ଚାୟତର ଭକ୍ତମାନେ ସହଯୋଗ କରିଥିଲେ।ଏଥିରେଆଖପଆଖ ଅଞ୍ଚଳର ଶହଶହ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରି ପ୍ରସାଦ ସେବନକରି ଶୁଭମନାଶି ଥିଲେ। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ବର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।
