ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍। ଗୋଟିଏ ଟେଷ୍ଟରେ ଗାଭାସ୍କରଙ୍କ ନାଁରେ ଥିବା ସର୍ବାଧିକ ରନ୍ ରେକର୍ଡ ଭାଙ୍ଗିଲେ ।
୧୯୭୧ରେ ଗାଭାସ୍କର ପୋର୍ଟ ଅଫ୍ ସ୍ପେନ୍ରେ ୩୪୪ ରନ୍ କରିଥିଲେ।
ୱେଷ୍ଟଇଣ୍ଡିଜ ବିପକ୍ଷରେ ଗାଭାସ୍କର ଉଭୟ ଇନିଂସରେ ୩୪୪ ରନ୍ କରିଥିଲେ । ଚଳିତ ବର୍ମିଂହାମ୍ ଟେଷ୍ଟରେ ଗିଲ୍ ୩୫୦ରୁ ଊର୍ଦ୍ଧ୍ବ ସ୍କୋର କରି ସାରିଲେଣି ।