ଆଜି *୦୮.୦୮.୨୫* ତାରିଖ ପାଇଁ ଆହୁତି ଦିଆଗଲା ।🙏*ଜନ୍ମଦିନ ଶୁଭକାମନା କରି …*(୧) ମୟଂଶି ପଣ୍ଡା(୨) ସଂଜିତ୍ ବିଡ଼ିକା (୩) ଉଦିତ ନାରାୟଣ ସିଂ*ବିବାହ ଦିବସ ଶୁଭକାମନା କରି …*କାହାରି ରେକର୍ଡ ହୋଇ ନାହିଁ*ଶରୀର ଆରୋଗ୍ୟ କାମନା କରି …*(୧) ହରିହର ପଣ୍ଡା(୨) ପ୍ରଦୀପ ପଣ୍ଡା(୩) ସଙ୍ଗୀତା ସାହୁ(୪) ଅକ୍ଷୟ ସାହୁ(୫) ଅଜିତ କୁମାର ଷଡ଼ଙ୍ଗୀ(୬) ଆରତୀ ଷଡ଼ଙ୍ଗୀ(୭) ରାଜେନ୍ଦ୍ର ପ୍ରସାଦ ପାଢ଼ୀ(୮) ସଞ୍ଜୟ ସିଂ(୯) ସୁସ୍ମିତା ସିଂ(୧୦) ଦୀପକ କୁମାର ଜଗତ ଭାଇ(୧୧) K.ଅଶୋକ କୁମୁନ୍ଦନ*ବିଶେଷ ଆହୁତି …*(୧) ଉଦୟ ସିଂ ଓ ସାଧନା ସିଂ … ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଆହୁତି(୨) ଏବଂ ଯଜ୍ଞରେ ଭାଗ ନେଇଥିବା ସମସ୍ତ ବ୍ୟକ୍ତିଙ୍କ କଲ୍ୟାଣ କାମନା କରି *ମହା ମୃତ୍ୟୁଞ୍ଜୟ ମନ୍ତ୍ରରେ* ଆହୁତି ଦିଆଗଲା । (ଗାୟତ୍ରୀ ଶକ୍ତିପୀଠ,ରାୟଗଡ଼ା)



