ଢେ଼ଙ୍କାନାଳ ଦୁର୍ଗା ବଜାର ପୂଜା କମିଟିର ପ୍ରଥମ ଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ
ଢେ଼ଙ୍କାନାଳ ଦୁର୍ଗା ବଜାର ପୂଜା କମିଟିର ସମସ୍ତ କର୍ମ କର୍ତ୍ତା ଏବଂ ସାହି ବାସିନ୍ଦା ଏକତ୍ରିତ ହୋଇ ପ୍ରଥମ ଲକ୍ଷ୍ମୀ ପୂଜା ବୈଠକ । ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବସିଥିଲେ। ସଭାପତି ପ୍ରକାଶ କୁମାର ମହାନ୍ତି ସମ୍ପାଦକ ପ୍ରଶାନ୍ତ ମହାନ୍ତି ଅଧ୍ୟକ୍ଷ ତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୂର୍ବ ବର୍ଷ ର ଆୟ ବେୟ ଉପରେ ଆଲୋଚନା ଏବଂ ଚଳିତ ବର୍ଷ ପୂଜା ଶାନ୍ତି ଶୃଙ୍ଖଳା ରେ ସମ୍ପୂର୍ଣ୍ଣ କରିବା ଆଲୋଚନା ହୋଇଥିଲା। ଏହି ବୈଠକ ରେ ବଜାର ୩୦ ରୁ ଉର୍ଦ୍ଧ ସାହି ବାସିନ୍ଦା ଓ ବ୍ୟବସାୟୀ ବୃନ୍ଦ ଯୋଗ ଦେଇଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

