🌸 ଆଜିର ରାଶିଫଳ 🌸ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି
♈ ମେଷ : କାର୍ଯ୍ୟରେ ସଫଳତା ଓ ନୂଆ ଅବସର ମିଳିପାରେ।
ଶୁଭ ସଂଖ୍ୟା: ୯
ଶୁଭ ରଙ୍ଗ: ଲାଲ
ଶୁଭ ସମୟ: ପୁର୍ବାହ୍ନ 9:30 – 11:00
ପ୍ରତିକାର: ହନୁମାନ ଚାଳିଶା ପାଠ କରନ୍ତୁ।
♉ ବୃଷ : ପରିବାରୀକ ଖୁସି ବଢ଼ିବ, କାମରେ ଧୈର୍ଯ୍ୟ ରଖନ୍ତୁ।
ଶୁଭ ସଂଖ୍ୟା: ୬
ଶୁଭ ରଙ୍ଗ: ସବୁଜ
ଶୁଭ ସମୟ: ଦୁପହର 12:00 – 1:15
ପ୍ରତିକାର: ଗାଈକୁ ଚାରା ଦିଅନ୍ତୁ।
♊ ମିଥୁନ : ବ୍ୟବସାୟରେ ଲାଭ, ଯାତ୍ରାର ଯୋଗ ରହିଛି।
ଶୁଭ ସଂଖ୍ୟା: ୩
ଶୁଭ ରଙ୍ଗ: ହଳଦିଆ
ଶୁଭ ସମୟ: ସନ୍ଧ୍ୟା 4:30 – 6:00
ପ୍ରତିକାର: ବିଷ୍ଣୁଙ୍କ ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ କରନ୍ତୁ।
♋ କର୍କଟ : ସ୍ୱାସ୍ଥ୍ୟରେ ସାବଧାନ, ପରିବାରର ସମର୍ଥନ ମିଳିବ।
ଶୁଭ ସଂଖ୍ୟା: ୭
ଶୁଭ ରଙ୍ଗ: ଧଳା
ଶୁଭ ସମୟ: ପ୍ରଭାତ 8:00 – 9:15
ପ୍ରତିକାର: ଚନ୍ଦ୍ରଙ୍କୁ ଜଳ ଅର୍ପଣ କରନ୍ତୁ।
♌ ସିଂହ : ଆର୍ଥିକ କ୍ଷେତ୍ରରେ ସୁଭ ସମ୍ବାଦ, ଆତ୍ମବିଶ୍ୱାସ ବଢ଼ିବ।
ଶୁଭ ସଂଖ୍ୟା: ୫
ଶୁଭ ରଙ୍ଗ: କେଶରୀ
ଶୁଭ ସମୟ: ପୁର୍ବାହ୍ନ 10:00 – 11:30
ପ୍ରତିକାର: ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
♍ କନ୍ୟା : ଅଧ୍ୟୟନରେ ସଫଳତା, ନୂଆ ପରିଚୟରୁ ଲାଭ।
ଶୁଭ ସଂଖ୍ୟା: ୨
ଶୁଭ ରଙ୍ଗ: ନୀଳ
ଶୁଭ ସମୟ: ବିକେଳ 3:00 – 4:00
ପ୍ରତିକାର: ଦରିଦ୍ରଙ୍କୁ ଖାଦ୍ୟ ବଣ୍ଟନ କରନ୍ତୁ।
♎ ତୁଳା : ନୂଆ ପ୍ରକଳ୍ପରେ ସଫଳତା, ପରିବାରର ସମସ୍ୟା ସମାଧାନ ହେବ।
ଶୁଭ ସଂଖ୍ୟା: ୮
ଶୁଭ ରଙ୍ଗ: ଗୋଲାପୀ
ଶୁଭ ସମୟ: ସନ୍ଧ୍ୟା 6:15 – 7:30
ପ୍ରତିକାର: ଲକ୍ଷ୍ମୀଙ୍କ ପୂଜା କରନ୍ତୁ।
♏ ବୃଶ୍ଚିକ : କାମରେ ପ୍ରଗତି, ମିତ୍ରଙ୍କ ସହଯୋଗ ମିଳିବ।
ଶୁଭ ସଂଖ୍ୟା: ୧୦
ଶୁଭ ରଙ୍ଗ: କଳା
ଶୁଭ ସମୟ: ରାତି 8:00 – 9:00
ପ୍ରତିକାର: ହନୁମାନଙ୍କୁ ସିନ୍ଧୁର ଅର୍ପଣ କରନ୍ତୁ।
♐ ଧନୁ : ଆର୍ଥିକ ଲାଭ, ମନରେ ଖୁସି ରହିବ।
ଶୁଭ ସଂଖ୍ୟା: ୪
ଶୁଭ ରଙ୍ଗ: ମେଜେଣ୍ଟା ( ଗୋଲାପୀ ରଙ୍ଗ ଉପରେ ସୁନେଲୀ)
ଶୁଭ ସମୟ: ପ୍ରଭାତ 7:00 – 8:15
ପ୍ରତିକାର: ବୃକ୍ଷରେ ପାଣି ଦିଅନ୍ତୁ।
♑ ମକର : ବ୍ୟବସାୟରେ ଲାଭ, ଆର୍ଥିକ ସମସ୍ୟା ସମାଧାନ।
ଶୁଭ ସଂଖ୍ୟା: ୧
ଶୁଭ ରଙ୍ଗ: ଧୂସର
ଶୁଭ ସମୟ: ଦୁପହର 1:30 – 2:30
ପ୍ରତିକାର: ଶନି ମନ୍ଦିରରେ ତେଲ ଦାନ କରନ୍ତୁ।
♒ କୁମ୍ଭ : ପରିବାର ସହ ମନୋରଞ୍ଜନ, ନୂଆ ଯୋଜନାର ଆରମ୍ଭ।
ଶୁଭ ସଂଖ୍ୟା: ୭
ଶୁଭ ରଙ୍ଗ: ଆକାଶୀ
ଶୁଭ ସମୟ: ବିକେଳ 5:00 – 6:15
ପ୍ରତିକାର: ନଦୀ କୂଳେ ଦୀପ ପ୍ରଜ୍ୱଳନ କରନ୍ତୁ।
♓ ମୀନ – ସ୍ୱାସ୍ଥ୍ୟ ଉନ୍ନତି, ଆର୍ଥିକ କ୍ଷେତ୍ରରେ ସୁଭ ସମ୍ବାଦ।
ଶୁଭ ସଂଖ୍ୟା: ୫
ଶୁଭ ରଙ୍ଗ: ସୁନେଳୀ
ଶୁଭ ସମୟ: ରାତି 9:15 – 10:00
ପ୍ରତିକାର: ବିଷ୍ଣୁଙ୍କ ନାମ ଜପ କରନ୍ତୁ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

