
ଅନୁଗୋଳ – ଆଜି ଅନଗୁଳ ଜିଲ୍ଲାପାଳ ଙ୍କ ସହିତ ବଅଁରପାଳ ବି ଡିଓ ଙ୍କ ସହିତ ତହସିଲଦାର ଗଡ଼ସନ୍ତ୍ରୀ ଗ୍ରାମରେ ଥିବା ଲୋଭି ଠାକୁରାଣୀ ମନ୍ଦିର ବୁଲି ଥିଲେ l ମା ଙ୍କ ପାଞ୍ଚ ଦିନ ଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ଆସିଥାନ୍ତି l ଭକ୍ତ ମାନଙ୍କ ଅସୁବିଧା କୁ ଦେଖି ମଦିର ତଥା ଗ୍ରାମବାସୀ ତରଫରୁ ବହୁ ଦିନରୁ ଦାବି ହୋଇ ଆସୁଥିଲା l ଆଜି ଜିଲ୍ଲାପାଳ ଙ୍କ ସହିତ ଏକ ଦଳ ଓ ଗଡ଼ସନ୍ତ୍ରୀ ସହିତ ତୁଳସୀପାଳ ଗ୍ରାମବାସୀ ଉପସ୍ଥିତ ରହି ମନ୍ଦିର ଉର୍ନ୍ନତି ପାଇଁ ଵିଭିନ୍ନ ପ୍ରସ୍ତାବ ଦେଇଥିଲେ l ପ୍ରସ୍ଥାବ ଅନୁଯାଇ ଓ ଡିଶା ପ୍ରଯ୍ୟଟନ ଉର୍ନ୍ନତି ବିକାଶ ତରଫରୁ 2.26 କୋଟି ଟଙ୍କା ମଂଜୁର ହୋଇଛି l ଏଥିରେ ଛୋଟପିଲାଙ୍କ ମୁଣ୍ଡନ ପାଇଁ ମଣ୍ଡପ, ଭୋଗ ମଣ୍ଡପ, ମନ୍ଦିର ଚତୃ ପାର୍ଶରେ ଲାଇଟ ବ୍ୟବସ୍ଥା ସହ ଟ୍ରଷଫୋର୍ମେର, ପାଣିଟାଙ୍କି,ମନ୍ଦିର ପାଇଁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପ୍ରସ୍ଥାବ ଦିଆଯାଇଥିଲା l



