ସ୍କୁତି ଓ ପ୍ରଣତିର ବାର୍ଷିକ ଉତ୍ସବ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ପାଳନ
ଯାଜପୁର – ଯାଜପୁର ଜିଲ୍ଲା ପରିଷଦ ସଭା ଗ୍ୱହରେ ଆଜି ସ୍କତି ଓ ପ୍ରଣତିର ତୃତୀୟ ବାର୍ଷିକ ଉତ୍ସବ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ପାଳନ କରାଯାଇଛି। ସଭାପତି ଶିଶିର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶାର ପୃର୍ବତନ ମନ୍ତ୍ରୀ ଓ ଶ୍ରମିକ ନେତା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଓଡ଼ିଶାର ପୃର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ। ଏବଂ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଥିଲେ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ। ସଂପାଦକୀୟ ପାଠ କରିଥିଲେ ବିଶିଷ୍ଟ ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ। ସମ୍ବର୍ଦ୍ଧନା ବ୍ୟକ୍ତି ହେଲେ ବିଂଝାରପୁରର ପୃର୍ବତନ ବିଧାୟକ ପବିତ୍ର ମୋହନ ଯେନା ଓ ବରିଷ୍ଠ ଶଲ୍ୟ ଚିକିତ୍ସକ ପ୍ର ଡ଼ଃକ୍ତର ପ୍ରଫୁଲ୍ଲ କୁମାର ମାହାପାତ୍ର।ଏବଂ ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ର।।। ସଞ୍ଚାଳନ କରିଥିଲେ ପ୍ରାଧ୍ୟାପକ ଡ଼ ଦାମୋଦର ବେହେରା।ଯାଜପୁର ରୁ ସରୋଜ କୁମାର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




