
ବୌଦ୍ଧ: ନିମ୍ନ ମାନର କାମ ଯୋଗୁଁ ଭୁଷୁଡି ପଡ଼ିଲା ୫ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ, ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ ନିର୍ମାଣ ଧିନ ରେଳ ଟନେଲ ଭୁଷୁଡି ପଡିଛି। ୩୦ ମିଟର ଗୋଲେଇର ଏକ ଗର୍ତ୍ତ ସୃଷ୍ଟି ହୋଇଛି। ରେଳ ଟନେଲ ଭୁଶୁଡି ୩୦ ମିଟର ପର୍ଯ୍ୟନ୍ତ ଗାତ ହୋଇଥିବା ଜଣାପଡିଛି। ତେବେ ଟନେଲ ଭିତରେ କେହି ଫସି ନ ଥିବା ଇଷ୍ଟକୋଷ୍ଟ ରେଳଓ୍ବେ ସ୍ପଷ୍ଟ କରିଛି। ଟନେଲ ଭିତରେ କେତେଜଣ ଶ୍ରମିକ କାମ କରୁଥିଲେ ସେମାନଙ୍କୁ ଉଦ୍ଧାର କରାଗଲା ନା ନାହିଁ ତାହା ସ୍ପଷ୍ଟ କରୁନାହିଁ ଟନେଲ କାମ…