
ନୂଆଦିଲ୍ଲୀ : ୨୦୧୫ ଥିଲା ଆପ୍ ପାଇଁ ବେଶ୍ ସହଜ, ୨୦୨୦ ହୋଇଥିଲା ତାଠାରୁ ଆହୁରି ସହଜ, ହେଲେ ୨୦୨୫ ସେତେଟା ସହଜ ନାହିଁ । କାରଣ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ବର୍ଷ ଧରି କ୍ଷମତାରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ପାଇଁ ସରକାର ବିରୋଧୀ ହାୱା ବଡ଼ ଅଡୁଆ ହୋଇଛି । ଅବକାରୀ ଦୁର୍ନୀତିର ଦମ୍ ନଥିଲେ ମଧ୍ୟ ଆପ୍ ସରକାରକୁ ଦିଲ୍ଲୀର ଆପଦା କହି, କେଜ୍ରିୱାଲଙ୍କ ପାର୍ଟି ବିରୋଧରେ ରଣହୁଂକାରର ସୁରୁଆତ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିସ୍ ମହଲ ପ୍ରସଙ୍ଗ ମଧ୍ୟ କେଜ୍ରିୱାଲ ଓ ତାଙ୍କ ପାର୍ଟିକୁ ଅକଳରେ ପକାଇଥିଲା ।…ନବଆଦିଲ୍ଲୀ…