ଶାହାରୁଖ ଖାନଙ୍କ ଚାର୍ମ ଏବଂ ଷ୍ଟାରଡମ କେବଳ ଭାରତରେ ସୀମିତ ନୁହେଁ; ସେ ଅନେକ ଦେଶରେ ତାଙ୍କ ପର୍ସନାଲିଟିର ଜଲୱା ଦେଖାଇଛନ୍ତି। ଆଜି ମଧ୍ୟ, ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶାହରୁଖ ଖାନଙ୍କ ପ୍ରଶଂସକ ତାଙ୍କୁ ମନେ ରଖିଛନ୍ତି। ତେବେ ଏବେ, ଶାହରୁଖ ଖାନ ବିଶ୍ୱର ସବୁଠାରୁ ଧନୀ ଅଭିନେତା ହୋଇ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ୨୦୨୫ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ୍ରେ ସେ ୧୨,୪୯୦ କୋଟି ଟଙ୍କାର ସମ୍ପତ୍ତି ସହ ବଲିଉଡ୍ର ସବୁଠାରୁ ଧନୀ ଅଭିନେତା ଭାବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ୨୦୨୪ରେ ସେ ୭,୩୦୦ କୋଟି ଟଙ୍କା ସହ ଏହି ତାଲିକାରେ ପ୍ରଥମ…



