
ରାଉରକେଲା: ରାଉରକେଲାରେ ନକଲି ମୋବିଲ କାରଖାନା ଠାବ ହୋଇଛି । ରାଉରକେଲାର ବିଶ୍ରା ଅଞ୍ଚଳରେ ନକଲି ମୋବିଲ୍ କାରଖାନା ଠାବ କରିଛି ପୋଲିସ । ବିଶ୍ରା ଥାନା ଅଞ୍ଚଳରେ ଥିବା ଆସିୟାନା କଲୋନୀର ଏକ ଭଡ଼ା ଘରେ ଚାଲିଥିଲା ଏହି କମ୍ପାନୀ । ସେଠାରୁ ୪ ହଜାର ଲିଟର ନକଲି ମୋବିଲ୍ ଏବଂ ଅନେକ ଖାଲି ବୋତଲ ଜବତ ହୋଇଛି । ବିଭିନ୍ନ ନାମୀ ଦାମୀ କମ୍ପାନୀର ଲୋଗୋ ଲଗାଇ ଓ ପ୍ୟାକେଟକୁ କପି କରି ଏଠାରେ ନକଲି ମୋବିଲ୍ ତିଆରି ଚାଲିଥିଲା । ଖବରପାଇ ରାଉଲକେଲା ପୋଲିସ ଚଢ଼ାଉ କରି ହଜାର ହାଜାର ମୋବିଲ ବୋଟଲ, ପୋଡା ମୋବିଲ ସହ…