
ନର୍ସିଂ କଲେଜରେ ଆନ୍ତର୍ଯ୍ୟାତିକ ସେବିକା ଦିବସ ସହ ବାର୍ଷିକୋତ୍ସବ ପାଳିତ କୁଚିଣ୍ଡା:୧୬/୫: କୁଚିଣ୍ଡା ସ୍ଥିତ ଆଦିବାସୀ ଭବନ ପରିସରରେ ବାଲମତୀ – ଦେହୁରୀ ନର୍ସିଂ କଲେଜ ପକ୍ଷରୁ ଅନତର୍ଯ୍ୟତିକ ସେବିକ ଦିବସ ସହ ଅନୁଷ୍ଠାନ ର ବାର୍ଷିକୋତ୍ସବ ମଧ୍ୟ ପାଳିତ ହୋଇ ଯାଇଛି ।ଅନୁଷ୍ଠାନ ର ସଭାପତି ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ରେ ବରିଷ୍ଠ ଡ଼ାକ୍ତର ଶରତ ଚନ୍ଦ୍ର ଗୌନ୍ତିଆ ଉଦଘାଟନ ,କୁଚିଣ୍ଡା ଉପଖଣ୍ଡ ର ଏସ. ଡି .ଏମ. ଓ. ଡ଼ାକ୍ତର ସୁବୋଧ କୁମାର ନାୟକ ମୁଖ୍ୟ ଅତିଥି ଓ ଡ଼ାକ୍ତର ସତ୍ୟବ୍ରତ ଦୋରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ…