ରିତୁପ୍ରିୟା ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିବା ଓଡ଼ିଆ ସିନେମା ଚାରିକାନ୍ଧ ବଡ଼ ପରଦାରେ ମୁକ୍ତିଲାଭ କରିଛି l ଯାହାର ପ୍ରିମିୟର ଶୋ ଭୁବନେଶ୍ୱର ସ୍ଥିତ ପିଭିଆର ରେ ହୋଇଥିଲା l ବର୍ତ୍ତମାନର ସାମାଜିକ ପରିସ୍ଥିତିରେ ମଣିଷର ମୃତ୍ୟୁ ପରେ ମଶାଣିକୁ ନେବା ପାଇଁ ଚାରିକାନ୍ଧର ଅଭାବ ପଡିବ l ସେମିତି ଏକ ଛୋଟ ଗପକୁ ନେଇ ବଡ଼ ପରଦାରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇବା ପାଇଁ ପ୍ରଯୋଜକ ଅତୀଶ କୁମାର ରାଉତ ପ୍ରୟାସ କରିଛନ୍ତି l ଅନେକ ଉପସ୍ଥିତ ଦର୍ଶକଙ୍କ ଆଖି ରେ ଲୁହ ଆଉ ଛାତିରେ କୋହ ଦେଖିବାକୁ ମିଳିଥିଲା l ଚାରିକାନ୍ଧର ପ୍ରଯୋଜକ ଅତିଶ କୁମାର ରାଉତ, ନିର୍ଦେଶକ ବିଶ୍ୱନାଥ...



