ବର୍ଷର ପ୍ରଥମ ମିଶନ ଲଞ୍ଚ୍ କରିବାକୁ ଇସ୍ରୋ ପ୍ରସ୍ତୁତ,ମହାକାଶକୁ ଯିବ ୧୬ଟି ସାଟେଲାଇଟ୍
ଆଜି ଇସ୍ରୋର ବଡ଼ ମିଶନ । ମହାକାଶକୁ ଯିବ ୧୬ଟି ସାଟେଲାଇଟ୍ । ଉଡ଼ିବ PSLV-C62 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ଏବଂ NSIL ମିଳିତ ଭାବେ ଆଜି ଶ୍ରୀହରିକୋଟାରୁ PSLV-C62 ରକେଟ୍ ଉତ୍କ୍ଷେପଣ କରିବାକୁ ଯାଉଛନ୍ତି ।…
