
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତ ଏ ଦଳ କ୍ୟାଟେଂରୀବରି ଓ ନର୍ଥଥାମ୍ପଟନ ବିପକ୍ଷରେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବ । ଏଥିପାଇଁ ଅଭିମନ୍ୟୁ ଈଶ୍ୱରନଙ୍କ ନେତୃତ୍ୱରେ ଭାରତ ଏ ଦଳର ଘୋଷଣା କରାଯାଇଛି । ଦୀର୍ଘ ସମୟ ଧରି ଦଳକୁ ଫେରିବା ପାଇଁ ଅପେକ୍ଷା କରିଥିବା କରୁଣ ନାୟାରଙ୍କୁ ସୁଯୋଗ ମିଳିଛି । କରୁଣ ଇଂଲଣ୍ଡ ବିପକ୍ଷରେ ତ୍ରିଶତକ ମାରିଥିଲେ । ପ୍ରଥମ ମ୍ୟାଚ ମେ ୩୦ରୁ ଆରମ୍ଭ ହେବ । ଦ୍ୱିତୀୟ ମୁକାବିଲା ଜୁନ ୬ରୁ ଖେଳାଯିବ । ଏହି ମ୍ୟାଚ ପରେ ଶୁଭମନ ଗିଲ ଓ ସାଈ ସୁଦର୍ଶନ ଦଳ…