ତାଳଚେର ଅଂଚଳରେ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜିିଛି ଭାଇରାଲ ଜ୍ୱର
ତାଳଚେର ଅଂଚଳରେ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜିିଛି ଭାଇରାଲ ଜ୍ୱର ତାଳଚେର, ୨୭/୦୭ ଋତୁର ପରିବର୍ତନ ହେଉଥିବା ବେଳେ ଏବେ ଲୋକଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପରିବର୍ତନ କରିପକାଉଛି । ପିଲା ଠାରୁ ବୁଢ଼ାଯାଏଁ ଯାହାକୁ ଦେଖିବ ଥଣ୍ଡା, କାଶ, ଜ୍ୱର ।…
