Category: Metro city

ଘରୋଇ ଏଲପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି

ଭୁବନେଶ୍ୱର : ଆଜିଠୁ ସାରା ଭାରତରେ ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡର ଦର। ଘରୋଇ ଏଲପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଘରୋଇ ଗ୍ୟାସ୍ ଦର ଛୁଇଁଲା ୯୬୮ ଟଙ୍କା। ପୂର୍ବରୁ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ…

ଅବତରଣ ବେଳେ ଦିଲ୍ଲୀ-ବେଙ୍ଗାଲୁରୁ ବିମାନରେ ବାଜିଲା ମାଡ଼ ; ଯାତ୍ରୀ ସୁରକ୍ଷିତ

ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବୁଧବାର ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହାର ପଛପଟ ମାଡ଼ ହୋଇଯାଇଥିଲା। ଫଳରେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯିବା ସହିତ ବିମାନ ଚଳାଚଳ ବାତିଲ…

ଦିଲ୍ଲୀ: ‘ଚାଇନିଜ୍ ମାଞ୍ଜା’ ରେ ବେକ କଟି ୫ ବର୍ଷୀୟ ଶିଶୁର ମୃତ୍ୟୁ

ଦିଲ୍ଲୀ: ‘ଚାଇନିଜ୍ ମାଞ୍ଜା’ ରେ ବେକ କଟି ୫ ବର୍ଷୀୟ ଶିଶୁର ମୃତ୍ୟୁ ନୂଆଦିଲ୍ଲୀ: (ମେ ୪) ରବିବାର ଦିନ ଉତ୍ତର-ପୂର୍ବ ଦିଲ୍ଲୀର ଉସମାନପୁର ଅଞ୍ଚଳରେ ପରିବାର ସହିତ ମୋଟରସାଇକେଲରେ ଯାତ୍ରା କରୁଥିବା ସମୟରେ ନିଷିଦ୍ଧ ‘ଚାଇନିଜ୍ ମାଞ୍ଜା’ ଦ୍ୱାରା ଜଣେ…

ଦିଲ୍ଲୀରେ ଯୁବ ବିଚାରପତିଙ୍କ ଆତ୍ମହତ୍ୟା

ନୁଆଦିଲ୍ଲୀ: ଦିଲ୍ଲୀ ପୁଲିସ ଶନିବାର ଗ୍ରୀନପାର୍କସ୍ଥିତ ବାସଭବନରୁ ଜଣେ ୩୦ ବର୍ଷ ବୟସ୍କ ଯୁବ ବିଚାରପତିଙ୍କ ମୃତଦେହ ଜବତ କରିଛି। ବାଥ୍‌ରୁମରୁ ଝୁଲନ୍ତା ଅବସ୍ଥାରେ ବିଚାରପତିଙ୍କ ମୃତଦେହ ମିଳିଥିବାରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି। ଅମନ କୁମାର ଶର୍ମା…

ପ୍ରତିଷ୍ଠିତ ଗାୟିକା ଆଶା ଭୋସଲେଙ୍କର ୯୨ ବର୍ଷ ବୟସରେ ପରଲୋକ

ଏଣିକି ଆଉ ଶୁଭିବନି ଆଶା ଭୋସଲେଙ୍କ କଣ୍ଠସ୍ୱର । ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ପରଲୋକ । ୯୨ ବର୍ଷ ବୟସରେ ଆଶା ଭୋସଲେଙ୍କ ଦେହାନ୍ତ ହୋଇଛି । ଗତକାଲି (ଏପ୍ରିଲ ୧୧, ୨୦୨୬ ଶନିବାର) ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍…

ବିଏମସି ନିର୍ବାଚନ ଫଳାଫଳ ମୁଖ୍ୟ ଖବର: ‘ଠାକରେ ବ୍ରାଣ୍ଡ’ ପଛରେ, ବିଏମସି ନିର୍ବାଚନରେ ବିଜେପି-ସେନାର ବଡ଼ ବିଜୟ

ବର୍ତ୍ତମାନର ଟ୍ରେଣ୍ଡ ଦର୍ଶାଉଛି ଯେ ବିଜେପି-ଶିବସେନା ମେଣ୍ଟ BMCର 117ଟି ୱାର୍ଡରେ ଆଗରେ ଅଛି। 88ଟିରେ ବିଜେପି ଆଗୁଆ ଥିବା ବେଳେ ଏକନାଥ ସିନ୍ଦେଙ୍କ ଶିବସେନା 28ଟି ୱାର୍ଡରେ ଆଗରେ ଅଛି। ବହୁମତ ସଂଖ୍ୟା ହେଉଛି 114। ବିଏମସି ନିର୍ବାଚନ ଫଳାଫଳ…

ଖୋଲିଲା ଲାଲକିଲ୍ଲା ରେଲୱେ ଷ୍ଟେସନ

ନୂଆଦିଲ୍ଲୀ : ଲାଲକିଲ୍ଲା ବିସ୍ଫୋରଣ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ କିନ୍ତୁ ପୁଣି ଷ୍ଟେସନ୍ର ସମସ୍ତ ଗେଟ୍ କାର୍ଯ୍ୟକ୍ଷମତା ପାଇଁ ଖୋଲି ଦିଆଯାଇଛି ବୋଲି ଡିଏମଆରସି ଟ୍ବିଟ୍ ଘୋଷଣା…

ସୁପର ଓଭରରେ ଜିତିଲା ଭାରତ

ମୁମ୍ବାଇ: ଏସିଆ କପ୍ ୨୦୨୫ରେ ଟିମ୍ ଇଣ୍ଡିଆର ବିଜୟ ଯାତ୍ରା ଜାରି ରହିଛି। ସୁପର-୪ର ଶେଷ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ସୁପର ଓଭରରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ଵିକେଟ ହରାଇ ୨୦୨ ରନ୍…

ବନ୍ଧ୍ୟାତ୍ବର କାରଣ ଅଟୋଇମ୍ୟୁନ ରୋଗ ହୋଇପାରେ – ଓ.ଏ.ଆର .ଏଫ.ଟି ତରଫରୁ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ବନ୍ଧ୍ୟାତ୍ବର କାରଣ ଅଟୋଇମ୍ୟୁନ ରୋଗ ହୋଇପାରେ – ଓ.ଏ.ଆର .ଏଫ.ଟି ତରଫରୁ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ଭୁବନେଶ୍ୱର – ବନ୍ଧ୍ୟାତ୍ବ ର କାରଣ ଅଟୋଇମ୍ୟୁନ ରୋଗ ହୋଇପାରେ ।ଏହି ଶୀର୍ଷକ ରେ ଓଡ଼ିଶା ଆର୍ଥ୍ରାଇଟିସ୍ ଏବଂ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ(ଓ,ଏ,ଆର,ଏଫ,ଟି)…

ଓଡ଼ିଆ ସିନେମା “ଆଇ ଆମ୍ କାଳିଆ”ର ଅଡିଓ ରିଲିଜ୍, ଜୁଲାଇ ୪ରେ ଶୁଭମୁକ୍ତି

ଭୂବନେଶ୍ୱର – ଲୀ ବ୍ଲିଶ ଏଣ୍ଟରଟେନମେଣ୍ଟ ବ୍ୟାନର ରେ ପ୍ରସ୍ତୁତ ଓଡ଼ିଆ ସିନେମା ‘ଆଇ ଆମ୍ କାଳିଆ’ର ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅତୀତରେ ଓଡ଼ିଆ ସିନେମାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତମାନଙ୍କ ଉପରେ ଆଧାରିତ ଅନେକ କାହାଣୀ…