“କେନ୍ଦ୍ର କ୍ୟାବିନେଟ୍କୁ ଫେରିବେ କି ଧର୍ମେନ୍ଦ୍ର ପ୍ରଧାନ? ନୂଆ ଦାୟିତ୍ୱକୁ ନେଇ ଚର୍ଚ୍ଚା ଜୋରଦାର”
ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରକୁ ଫେରିବା ଚର୍ଚ୍ଚା ଜୋରଦାର; କେଉଁ ବିଭାଗ ମିଳିବ ତା’ଙ୍କୁ ନେଇ ବଢୁଛି ଉତ୍କଣ୍ଠା ଶିକ୍ଷା ମନ୍ତ୍ରଣାଳୟ ଏବେ ପ୍ରହ୍ଲାଦ ଯୋଶୀଙ୍କ ପାଖରେ, ନୂଆ କ୍ୟାବିନେଟ୍ ଫେରବଦଳରେ ପ୍ରଧାନଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ କଳ୍ପନାଜଳ୍ପନା ନୂଆଦିଲ୍ଲୀ: କେନ୍ଦ୍ର…
