ବିହାରରେ ରେଳ ଭିତ୍ତିଭୂମିକୁ ବଡ଼ ଶକ୍ତି; ଦାନାପୁର–ଫତୁହା ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ₹୯୭୬ କୋଟି ମଞ୍ଜୁର
ବିହାରରେ ରେଳ ଭିତ୍ତିଭୂମିକୁ ବଡ଼ ଶକ୍ତି; ଦାନାପୁର–ଫତୁହା ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ₹୯୭୬ କୋଟି ମଞ୍ଜୁର ନୂଆଦିଲ୍ଲୀ, ୧ ଅଗଷ୍ଟ: ବିହାରର ରେଳ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ରେଳବାଇ ପୂର୍ବ ମଧ୍ୟ ରେଳବାଇର ଦାନାପୁର–ଫତୁହା ୨୯ କିଲୋମିଟର…
