ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ସମାଜସେବୀ ପରୋପକାରୀ ଗାନ୍ଧି ବାଦୀ ସର୍ବୋଦୟ ଓ ଭୂଦାନ ଆନ୍ଦୋଳନର ପ୍ରମୁଖ ନିଶାକର ଦାଶଙ୍କ ବିୟୋଗରେ ତାଙ୍କ ଜନ୍ମସ୍ଥାନ ରେ ବରିଷ୍ଠ ନାଗରିକ ମଞ ପକ୍ଷରୁ ଏକ ସ୍କୁତି ସଭା ଅନୁଷ୍ଠିତ ହୋଇଯାଇଛି