ଆସନ୍ତା ୧୨ରୁ ରୁଟିନ୍ ଉଡ଼ାଣ ଆରମ୍ଭ ହେବ ଭୁବନେଶ୍ୱରରୁ ରାଉରକେଲା ବିମାନ ଭଡ଼ା ୨୮୦୩ ଟଙ୍କା* ରାଉରକେଲାରୁ ଭୁବନେଶ୍ୱର ବିମାନ ଭଡ଼ା ୨୭୨୧ ଟଙ୍କା। ଭୁବନେଶ୍ୱରରୁ ଦିନ ୨ଟା ୫୫, ରାଉରକେଲାରୁ ୪ଟା ୧୫ରେ ଛାଡ଼ିବ ବିମାନ।