ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ : ୫୧ ୟୁନିଟ ସଂଗ୍ରହ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହୀଧରପୁର ଗ୍ରାମର ପଂଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ମହୀଧରପୁର ପରିସର ଆଜି ସମ୍ବାଦ ଆମ ଓଡ଼ିଶା ଓ ମହୀଧରପୁର ଯୁବ ଗୋଷ୍ଠୀ ଙ୍କର ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ପୂର୍ବତନ ସରପଞ୍ଚ ବିନୋଦ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତାପସ କୁମାର ଜେନା,ସମାଜସେବୀ ତଥା ଜିଲ୍ଲା ଗୋରକ୍ଷା ସଂଘର ସଭାପତି ଦିବ୍ୟରଞ୍ଜନ ସାମଲ ପ୍ରମ୍ମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଏବଂ ଅତିଥି ଶ୍ରୀ ବେହେରା ରିବନ କାଟି ଶିବିରକୁ ଉଦଘାଟନ କରିଥିଲେ।ଶିବିର ପରିଚଳନା କରିଥିଲେ ଜ୍ୟୋତିରଞ୍ଜନ ବାରିକ,ଅମରଜିତ ସାହୁ,ରମେଶ ବାରିକ,ପଞ୍ଚାନନ ପ୍ରଧାନ, ଯତୀନ ସାହୁ,ରଣଜିତ ନାୟକ,କ୍ଷୀରୋଦ ସାହୁ,ଦୀପକ ଜେନା,ଶୁଭନ ନାଥ,ରୁପେଶରାଜ ସେଠୀ,ବବୁନ ସାହୁ ଅନୁଗୁଳ ଜିଲ୍ଲା ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା ।ନାମ ପଞ୍ଜିକରଣ କରିଥିଲେ ଗ୍ରାମର ପୂର୍ବତନ ସଭାପତି ତଥା ବରିଷ୍ଠ ଶିକ୍ଷାବିତ ରାଜକିଶୋର ଜେନା,ଜୟନ୍ତ କୁମାର ସାହୁ, ନନ୍ଦ କିଶୋର ପ୍ରଧାନ, ଅନୁଗୁଳ ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ସଞ୍ଜୟ ପାଡ଼ଯୋଶୀ ରକ୍ତଦାତା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଓ ଅନ୍ୟମାନେ ରକ୍ତ ସଂଗ୍ରହ କରିଥିଲେ।ଶିବିର ବଅଁରପାଳ ବ୍ଲକ ସମ୍ବାଦ ପ୍ରତିନିଧି ତଥା ଆମ ଓଡ଼ିଶାର ବ୍ଲକ ସଂଯୋଜକ ରାଜେଶ କୁମାର ନାୟକ ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିଲା।ଏଥିରେ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ରକ୍ତଦାତା ଜୀବନ ଦାତାଙ୍କ ନାମ :-ପରେଶ କୁମାର ଜେନା, ଚିତରଞ୍ଜନ ବାରିକ, ଟିକିନା ପ୍ରଧାନ , ଦମୟନ୍ତୀ ସାହୁ, ଲିଟୁ ବେହେରା, ପାଣ୍ଡବ ବେହେରା, ରୁଦ୍ର ନାରାୟଣ ସାହୁ, ପଞ୍ଚାନନ ପ୍ରଧାନ, ସୁବାସ ଚନ୍ଦ୍ର ସାହୁ, ପ୍ରତାପ ସାହୁ,ପ୍ରୀତିମଞ୍ଜରି ସାହୁ, ସୁମିତ୍ରା ସାହୁ, ବବୁଲ ସାହୁ, ଇନ୍ଦୁ ଗଡନାୟକ, ସୁମନ୍ତ କୁମାର ସାହୁ, ଦୀପକ କୁମାର ଜେନା, ସୁନିତା ମହାପାତ୍ର, ସୁମନ୍ତ ନାୟକ, ନିର୍ମଲ କୁମାର ସାମଲ, ସୁମନ୍ତ କୁମାର ସାହୁ,ସିପୁନ୍ ଜେନା, ଲିଲି ସାହୁ, ସୁନୀଲ ମହାରଣା, ଶ୍ରୀକାନ୍ତ କୁମାର ବିଶ୍ଵାଳ, ପଦ୍ମଲୋଚନ ସାହୁ, ଶ୍ରୀହରି ସାହୁ, ସିଲୁ ବେହେରା, ଝିଲି ନାୟକ,, ପ୍ରମିଳା ନାୟକ, ସ୍ଵର୍ଣ୍ଣ ମଞ୍ଜରି ଜେନା,ଦେବୀପ୍ରସାଦ ପ୍ରଧାନ , ପ୍ରାଣବନ୍ଧୁ ବରାଳ, ସୁମନ୍ତ ପ୍ରଧାନ ରାଜେଶ ବାରିକ, ସୁମନ୍ତ ସାହୁ, ସନ୍ତୋଷ କୁମାର ସାହୁ, ଜିତେନ୍ଦ୍ର ନାୟକ, ବିକାଶ ବେହେରା, ସୁନୀଲ କୁମାର ଜେନା,ସନୋଜ କୁମାର ବେହେରା

ପ୍ରମୋଦିନୀ ସାହୁ, ରଞ୍ଜିତ ନାୟକ, କ୍ଷୀରୋଦ କୁମାର ସାହୁ, ବିଶ୍ୱଜିତ୍ ବେହେରା, ଜ୍ଯୋତିରଞ୍ଜନ ବାରିକ, ତାପସ କୁମାର ଜେନା, ସରତ ଜେନା, ବିନୋଦ କୁମାର ବେହେରା, ଜିତେନ୍ ସାହୁ, ରାଜିବ କୁମାର ଜେନା, ନନ୍ଦକୃଷ୍ଣ ପ୍ରଧାନ,ପ୍ରମୁଖ ରକ୍ତଦାନ କରିଥିଲେ।ସମସ୍ତଙ୍କୁ ଆଇ କାର୍ଡ଼ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Recent Post

Live Cricket Update