ଭୁବନେଶ୍ବର ଏମ୍ସରେ ବିରଳ ଅସ୍ତ୍ରପୋଚାର
ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଏକାଠି ୪ଟି ଗଣ୍ଠି ପ୍ରତିରୋପଣ । ବିନା ଦେୟରେ ସଫଳତାର ସହ ନୀତମ୍ବ ଓ ୨ଟି ଗଣ୍ଠିର ହେଲା ପ୍ରତିରୋପଣ । ଏଭଳି ଅସ୍ତ୍ରପୋଚାର ଓଡ଼ିଶାରେ ପ୍ରଥମ ଓ ବିଶ୍ବରେ ଦ୍ବିତୀୟ*
AIIMSBhubaneswr କୁ ପ୍ରଶଂସା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ।