ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ସ୍ଥିତ ମୋନାଲିସା ମୋଟର୍ସରେ ଆଜି ମୋଟର୍ସର ଫାଉଣ୍ଡେସନ ଦିବସ ଅବସରରେ ଆଜି ସପ୍ତମ ରକ୍ତଦାନ ଶିବିର ସମ୍ବାଦ ଆମ ଏବଂ ମୋନାଲିସା ମୋଟର୍ସ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ନିରନ୍ତର ଭାବେ ସାତ ବର୍ଷ ଧରି ମୋନାଲିସା ମୋଟର୍ସ ନିଜର ପ୍ରତିଷ୍ଠା ଦିବସ ଅବସରରେ ଏହିପରି ରକ୍ତଦାନ ଶିବିର ଆୟୋଜନ କରି ଆସୁଛି।ଆଜି ଏହି ଶିବିରକୁ ମୋନାଲିସା ମୋଟର୍ସର ପରିଚାଳନା ମୁଖ୍ୟ ଜ୍ୟୋତିର୍ମୟୀ ପତି, ଏବଂ ପରିଚଳନା ନିର୍ଦ୍ଦେଶକ ଅଶ୍ୱନି କୁମାର ପାଣି,ନିର୍ଦ୍ଦେଶକ ଅଶ୍ୱନି କୁମାର ପଣ୍ଡା,ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ କରି ଶିବିର ଉଦଘାଟନ କରିଥିଲେ।
ଅନୁଗୁଳ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା।ଏଥିରେ ୮୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ସମସ୍ତ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ସହିତ ଗୋଟିଏ ଗୋଟିଏ ଟି ସାର୍ଟ ପ୍ରଦାନ କରାଯାଇଥିଲା ମୋନାଲିସା ମୋଟର୍ସ ପକ୍ଷରୁ।ମୋଟର୍ସ ପରିଚଳନା ମୁଖ୍ୟ ଜ୍ୟୋତିର୍ମୟୀ ପତି ଙ୍କର ପ୍ରତେକ୍ଷ ତତ୍ୱବାଧାନରେ ଶିବିର ପରିଚଳନା ହୋଇଥିଲା।
ଏଥିରେ ସହଯୋଗ କରିଥିଲେ ଦେବେନ୍ଦ୍ର ଚନ୍ଦ୍ର ପରିଡା, ଏସ୍, ଏନ୍ ସିଂହ ଜଗଦେବ, ସୋନାଲି ବେହେରା, ପ୍ରଭାସିନି ସାହୁ, ବିକାଶ ମହାନ୍ତି, ପ୍ରଦୀପ ସାମଲ, ସୁବ୍ରତ ସେଠୀ, ରଞ୍ଜିତ ସିଂହ, ଚିନ୍ମୟୀ କୁମାର ଦେହୁରୀ, ଅଶୋକ କୁମାର ବାରିକ, ପ୍ୟାରୀ ମୋହନ ମହାପାତ୍ର, ହିମାଂଶୁ ଶେଖର ଦେହୁରୀ, ରଞ୍ଜିତ କେସରୀ, ସୁବଳ ସାହୁ, ଲିଲିମା ନାଏକ, ଯୋତ୍ରିମୟି ସାହୁ, ରାଜୀବ କର, କୁନା ସାହୁ, ଦୀପକ ବାରିକ, ସୌଭାଗିନୀ ମହାଳିକ, ଚତୁର୍ଭୁଜ ରଥ, ସୁଶୀଲ ଖଳାର ଚନ୍ଦନ ସାହୁ, ସତ୍ୟବାଦି ବିଶ୍ଵାଳ, ଆଲୋକ କୁମାର ନାଥ, ହିମାଂଶୁ କୁମାର ପରିଡା, ଧୀରେନ୍ ଗଡନାୟକ, ଜୟନ୍ତୀ ବେହେରା, ପ୍ରିୟବ୍ରତ ସାମଲ, ଟଙ୍କଧର ବେହେରା, ଅମୂଳ୍ୟ ବେହେରା, ଆଶୀର୍ବାଦ ମହାନ୍ତି ପ୍ରମୁଖ ଉପସ୍ଥିତ ସହଯୋଗ କରିଥିଲେ। ରକ୍ତଦାତା ଜୀବନ ଦାତା ଙ୍କର ନାମ :-ହିମାଂଶୁ କୁମାର ପରିଡା, କ୍ଷୀରୋଦ କୁମାର ନାୟକ, ଅଶୋକ କୁମାର ବାରିକ, ସୁବ୍ରତ ସାହୁ, ଦେବେନ୍ଦ୍ର ଚନ୍ଦ୍ର ପରିଡା, ସତ୍ୟଜିତ ରାଜ ସାମଲ, ସୁଶିଲ ଖିଲାର, କୃତିବାସ ବଳିୟାର ସିଂହ, ବିଜୟ କୁମାର ସାମଲ, ବିଶ୍ୱଜିତ୍ ରାଜ, ରକୁନ ଦାସ, ଜୟନ୍ତୀ ବେହେରା, ଅମୂଲ୍ୟ ବେହେରା, ପ୍ରଦୀପ କୁମାର ସାମଲ, ପ୍ୟାରୀମୋହନ ମହାପାତ୍ର, ରଞ୍ଜିତ କେସରୀ, ସୁବ୍ରତ ବିଶ୍ଵାଳ, ଚିନ୍ମୟ ସାହୁ, ପରୀକ୍ଷିତ ଭୁକ୍ତା, ଲିଲିମା ନାଏକ, ସମୀର କୁମାର ସାହୁ, ମାମୁଲି ବେହେରା, ନରେନ୍ଦ୍ର ସେଠୀ, ମୋନାଲିସା ବିଶ୍ଵାଳ, ସୁନୀଲ କୁମାର ସାହୁ, ବିଶ୍ୱଜିତ୍ ସାହୁ, ଶାନ୍ତନୁ କେସରୀ, ସୁବ୍ରତ ଭୋଇ, ଦେବୀପ୍ରସାଦ ରାଜ, ଲିତା ମହାନ୍ତି, ସୁବ୍ରତ କୁମାର ଦଳବେହେରା, ଶୁଭାଶିଷ ଷଡଙ୍ଗୀ, ହିମାଂଶୁ ସାହୁ, ସନ୍ଦୀପ ପ୍ରଧାନ, ଜିତେନ୍ଦ୍ର ନାୟକ, ଜ୍ୟୋତିର୍ମୟ କର, ଦୁଷ୍ମନ୍ତ ଦାସ, କ୍ଷୀରୋଦ ସାହୁ, ଶ୍ରୀକାନ୍ତ ପ୍ରଧାନ, ମୋନାଲିସା ମହାନ୍ତି, ଆଶିଷ କୁମାର ମହାନ୍ତି, ନିରଞ୍ଜନ ନାଏକ, ଜ୍ୟୋତି ମୋହନ ବେହେରା, ସୌରଞ୍ଜନ ରାଜକୁମାର, ବାସୁଦେବ ସାହୁ, ଶିବ ଶନ୍କର ମହାନ୍ତି, ଜଗନ୍ନାଥ ସିଂହ, ଦେବବ୍ରତ ରଣା, ସଞ୍ଜୀବ ମହାନ୍ତି, କେ ସନ୍ଦୀପ, ଶ୍ରୀକାନ୍ତ ଭୂଷଣ ପ୍ରଧାନ, ଆଲୋକ କୁମାର ନାଥ, ଚିନ୍ମୟ ଦଲେଇ, ବିଷ୍ନୁ ଶଙ୍କର ନନ୍ଦ, ଦେବାଶିଷ ମିଶ୍ର, ନୂଆ ରଜତ ପାଣି, ସୁ ବିକାଶ ରଥ, ନିଖିଲ ଅଗ୍ରୱାଲ, ହେମନ୍ତ କୁମାର ସାହୁ, ସନାତନ କୁମାର ସାହୁ, ରାହୁଲ କୁମାର, ଉପେନ୍ଦ୍ର ସାହୁ, ସୁନୀଲ ରଥ, ଅନିତା ରାଜଗୁରୁ, ସୂର୍ଯ୍ୟକାନ୍ତ ସାହୁ, ମନୋଜ କୁମାର ଦେହୁରୀ, ମଦନ ମୋହନ ବେହେରା, ସୁଜିତ୍ କୁମାର ସାହୁ, ସୁନୀଲ କୁମାର ପାଣି, ଦିବ୍ୟ ରଞ୍ଜନ ବଳ, ମନୋଜ ଆଦିତ୍ୟ ଦାସ, ସନ୍ତୋଷ କୁମାର ସାହୁ, ଦେବାଶିଷ ମହାଳିକ, ନବ କିଶୋର ସାହୁ, ସୁଧୀର ମହାନ୍ତି, ଅମିତ୍ ସାହୁ, ମାନସ ବଢାଇ, ରାକେଶ ସାହୁ, ପ୍ରଶାନ୍ତ କୁମାର ସେଠୀ, ଆନନ୍ଦ ଚନ୍ଦ୍ର ଦଲେଇ,ଐଶ୍ୱର୍ଯ୍ୟା କୁମାର ପାଣି ପ୍ରମୁଖ ରକ୍ତ ଦାନ କରିଥିଲେ।

/ March 23, 2025
No Comments