Spread the love

‘ରାଜନୀତିରୁ କେବେ ଅବସର ନେଇନଥିଲି କି ନେବିନି’

*ଏବେ ରାଜନୀତିରୁ ସନ୍ନ୍ୟାସ ନେବେନି ସୋନିଆ ଗାନ୍ଧୀ। ଖୋଦ୍ ସୋନିଆ ଏହା ସ୍ପଷ୍ଟ କରିଛନ୍ତି। ସୋନିଆ କହିଛନ୍ତି, ସେ ରାଜନୀତିରୁ କେବେ ରିଟାୟର ହୋଇନଥିଲେ କି ଆଗକୁ ବି ହେବେନାହିଁ। ସେ ରାଜନୀତି ଛାଡିବା ନେଇ ହେଉଥିବା ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରିବା ସହ ସବୁ ଆକଳନ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି। ସୋନିଆ ନିଜେ ଏହା ସ୍ପଷ୍ଟ କରିଥିବା ଦଳର ନେତ୍ରୀ ଅଳକା ଲାମ୍ବା ସୂଚନା ଦେଇଛନ୍ତି।*

Leave a Reply

Your email address will not be published. Required fields are marked *